ETV Bharat / state

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୬ ଗିରଫ

author img

By

Published : Aug 25, 2020, 8:56 AM IST

ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ । ୬ ଗିରଫ ୧୯ ବାଇକ ଜବତ। ଅଧିକ ପଢନ୍ତୁ ।

gambling den raid in mayurbhanj
ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ , ୬ ଗିରଫ

ବାରିପଦା: ମୟୁରଭଞ୍ଜ ଭଦୁଆଷୋଳ ଜଙ୍ଗଲରେ ଚାଲିଥିବା କୁକୁଡ଼ା ଲଢେ଼ଇ ଓ ଜୁଆ ଆଡ୍ଡାରେ ଚଢ଼ାଉ । ଚଢାଉ କରି ପୋଲିସ ୩ଟି ମୋଟର ସାଇକେଲ, ୯ଟି ସାଇକେଲ, ୧୨ ହଜାରରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଓ ଜୁଆ ଖେଳରେ ବ୍ୟବହୃତ ହେଉ ଥିବା ସାମଗ୍ରୀକୁ ଜବତ କରିଛି । ଏହା ସହ 6 ଜଣଙ୍କୁ ଗିରଫ କରିଛି ।

ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ , ୬ ଗିରଫ

କୋଭିଡ ଗାଇଡ ଲାଇନକୁ ଉଲ୍ଲଘଂନ କରି ଜଙ୍ଗଲରେ ଚାଲିଥିଲା ଏହି ବେଆଇନ କାର୍ଯ୍ୟ । ତେବେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.