ETV Bharat / state

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଗୁରୁତର

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣଙ୍କ ଅବସ୍ଥା ଗୁରୁତର । ସେମାନଙ୍କ ମଧ୍ୟରୁ 2 ଜଣ ଗର୍ଭବତୀ ଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : Mar 16, 2020, 9:03 AM IST

Five members of a family are serious
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଗୁରୁତର

ବାରିପଦା: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ସଦସ୍ୟ ଗୁରୁତର । ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଗର୍ଭବତୀ ମହିଳା ଥିବା ଜଣା ପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗଭେଇ ଗ୍ରାମରେ ।

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଗୁରୁତର

ଦିଲ୍ଲୀପ ସିଂଙ୍କ ପରିବାର ସଦସ୍ୟ ଗତକାଲି ନିଜ ବାଡିରେ ହୋଇଥିବା ଛତୁ ତରକାରୀ ଖାଇଥିଲେ। ଛତୁ ତରକାରୀ ଖାଇବା ପରେ ପରିବାରର ୫ ଜଣ ସଦସ୍ୟଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି ଏବଂ ଝାଡା ହୋଇଥିଲା । ସମସ୍ତ ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନରେ ଭର୍ତ୍ତି କରାଛି । ଗୁରୁତରଙ୍କ ମଧ୍ୟରୁ ତିନି ଜଣଙ୍କୁ ଖୁଣ୍ଟା ଏବଂ ଦୁଇ ଜଣଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୁଇ ଗର୍ଭବତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଉଦଳା ଡାକ୍ତରଖାନାରୁ ବାରିପଦା ପି ଆର ଏମ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

ବାରିପଦାରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.