ETV Bharat / state

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ

author img

By

Published : Jan 11, 2020, 10:26 PM IST

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପୁରୁଣାପାଣି ଗାଁ ଦେଇ ଯାଇଥିବା 220 ନଂ ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ । ଅଧିକ ଖବର ପଢନ୍ତୁ...

truck burn
ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପୁରୁଣାପାଣି ଗାଁ ଦେଇ ଯାଇଥିବା 220 ନଂ ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ। ଟ୍ରକଟି ରାସ୍ତା କଡରେ ଛିଡ଼ା ହୋଇଥିବା ସମୟରେ ଟ୍ରକର କ୍ୟାବିନରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ଟ୍ରକରେ ନିଆଁ ଲାଗିଯାଇଥିଲା ।

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ

ହୁତୁହୁତୁ ହୋଇ ଟ୍ରକଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ରାଇରଙ୍ଗପୁର ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସିମେଣ୍ଟ ଅନଲୋଡିଂ କରି ଫେରୁଥିବା ବେଳେ ପୁରୁଣାପାଣି ନିକଟରେ ଅଟକି ଗାଡି କ୍ୟାବିନରେ ରୋଷେଇ ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା ।

ସେପଟେ ଅଗ୍ନିକାଣ୍ଡରୁ ଟ୍ରକର ଚାଳକ ଓ ହେଲପର ଏଥିରୁ ବର୍ତ୍ତି ଯାଇଥିବା ବେଳେ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପୁରୁଣାପାଣି ଗ୍ରାମ ଦେଇ ଯାଇଥିବା 220ନଂ ଜାତୀୟ ରାଜପଥ ରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ। ଟ୍ରକ ଟି ରାସ୍ତା କଡରେ ଛିଡ଼ା ହୋଇଥିବା ବେଳେ ଟ୍ରକର କେବିନ୍ ରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ଟ୍ରକ ରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଟ୍ରକ ଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ରାଇରଙ୍ଗପୁର ଅଗ୍ନିଶମ ବିଭାଗ କୁ ଜଣାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସିମେଣ୍ଟ ଅନଲୋଡିଙ୍ଗ କରି ଫେରୁଥିବା ବେଳେ ପୁରୁଣାପାଣି ରେ ଅଟକି ଗାଡି କେବିନରେ ରୋଷେଇ କରୁଥିବା ବେଳେ ଅଘଟଣ ଘଟିଥିବାର ସୂଚନା ମିଳିଛି। ଟ୍ରକ ର ଚାଳକ ଓ ହେଲପର ଏଥିରୁ ବର୍ତ୍ତି ଯାଇଥିବା ବେଳେ ଟ୍ରକ ଟି ସମ୍ପୂର୍ଣ୍ଣ ଜଳି ଯାଇଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.