ETV Bharat / state

ରାଇରଙ୍ଗପୁରରେ ଅବକାରୀ ଚଢ଼ାଉ, 4 ଗିରଫ - Excise Department raids in rairangpur

ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ୧୪୧ ଲିଟର ଦେଶୀ ମଦ ଜବତ କରାଯିବା ସହ, 4 ଜଣଙ୍କୁ ଗିରଫ କରାଯାଇଛି। ଅଧିକ ପଢନ୍ତୁ...

ରାଇରଙ୍ଗପୁରରେ ଅବକାରୀ ଚଢ଼ାଉ, 4 ଗିରଫ
ରାଇରଙ୍ଗପୁରରେ ଅବକାରୀ ଚଢ଼ାଉ, 4 ଗିରଫ
author img

By

Published : Jan 10, 2020, 5:29 PM IST

Updated : Jan 10, 2020, 6:13 PM IST

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଚଢାଉ ସମୟରେ ୧୪୧ ଲିଟର ଦେଶୀ ମଦ ସହ ୧୦୧୦ କେଜି ମହୁଲ ପୋଚ ଓ ବିପୁଳ ପରିମାଣର ମଦରନ୍ଧା ସରଞ୍ଜାମ ଜବତ ହୋଇଛି। ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବହଳଦା ଓ ରାଇରଙ୍ଗପୁରରେ ଚଢାଉ କରାଯାଇଥିଲା। ଅନ୍ୟପକ୍ଷେ ଏ ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ।

ରାଇରଙ୍ଗପୁରରେ ଅବକାରୀ ଚଢ଼ାଉ, 4 ଗିରଫ

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଅବକାରୀ ଚଢ଼ାଉ, ଚାରି ଜଣ ଗିରଫ ।
ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ବିଭାଗର ବ୍ୟାପକ ଚଢାଉ। ବହଳଦା ଓ ରାଇରଙ୍ଗପୁର ଅଞ୍ଚଳରେ ରେ ଚଢାଉ କରି ୧୪୧ ଲିଟର ଦେଶୀ ମଦ, ୧୦୧୦ କେଜି ମହୁଲ ପୋଚ ଓ ବିପୁଳ ପରିମାଣରେ ମଦରନ୍ଧା ସରଞ୍ଜାମ ଜବତ କରିବା ସହ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ତେବେ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି ।Body:XConclusion:X
Last Updated : Jan 10, 2020, 6:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.