ETV Bharat / state

ରାଇରଙ୍ଗପୁରରେ ପ୍ରଭାବ ଦେଖାଉଛି ୟସ

author img

By

Published : May 26, 2021, 12:51 PM IST

ରାଇରଙ୍ଗପୁରରେ ବାତ୍ୟା ୟସ ପ୍ରଭାବରେ ଲାଗିରହିଛି ପ୍ରବଳ ବର୍ଷା ସାଙ୍ଗକୁ ପବନ । ସହରର ସମ୍ପୂର୍ଣ୍ଣ ସ୍ଥିତି ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ । ଅଧିକ ପଢନ୍ତୁ...

ରାଇରଙ୍ଗପୁରରେ ଜାରିରହିଛି ବାତ୍ୟା ୟସର ପ୍ରଭାବ

ରାଇରଙ୍ଗପୁର:ଚାଲିଛି ବାତ୍ୟାର ୟସର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ୟସ ମୟୂରଭଞ୍ଜ ଦେଇ ଗତି କରିବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି ।

ଆଜି ସକାଳୁ ବାତ୍ୟା ପ୍ରଭାବରେ ଜିଲ୍ଲାରେ ପବନର ବେଗ ବଢିବା ସହ ଜୋରରେ ବର୍ଷା ମଧ୍ୟ ଲାଗିରହିଛି । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହାସହ କିପରି ରହିଛି ରାଇରଙ୍ଗପୁର ଉପଖଣ୍ଡର ସ୍ଥିତି ଦେଖନ୍ତୁ ଏହି ରିପୋର୍ଟ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.