ETV Bharat / state

କୋରୋନା ମୁକାବିଲା: ବେତନଟୀ ହସ୍ପିଟାଲରେ ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା

author img

By

Published : Apr 11, 2020, 9:04 PM IST

Updated : Apr 11, 2020, 10:04 PM IST

କୋରୋନା ସଂକ୍ରମଣ ମୁକାବିଲା ପାଇଁ ଓଡିଶାକୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି ମୁଖ୍ୟମନ୍ତ୍ରୀ। ମହାମାରୀ ସହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଦେଖି ମୟୂରଭଞ୍ଜ ଜିଲ୍ଲାପାଳ ଶନିବାର ବେତନଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥିତି ସମୀକ୍ଷା କରିଛନ୍ତି।

corona fight, coronavirus news, inspection in betanati hospital, mayurbhanj latest news, corona fight in mayurbhanj, corona in odisha, କୋରୋନା ମୁକାବିଲା, ବେତନଟୀ ହସ୍ପିଟାଲରେ କୋରୋନା ସ୍ଥିତି ସମୀକ୍ଷା, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ମୟୂରଭଞ୍ଜରେ କୋରୋନା ମୁକାବିଲା, ଓଡିଶାରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌
କୋରୋନା ମୁକାବିଲା: ବେତନଟୀ ହସ୍ପିଟାଲରେ ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା

ବାରିପଦା: ବିଶ୍ଵବ୍ୟାପୀ କୋରୋନା ଭାଇରସ ତାଣ୍ଡବଲୀଳା ଜାରି ରଖିଥିବା ବେଳେ ଭାରତରେ ମଧ୍ୟ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କୋରୋନା ସଂକ୍ରମଣ ମୁକାବିଲା ପାଇଁ ଓଡିଶାକୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି ମୁଖ୍ୟମନ୍ତ୍ରୀ। ମହାମାରୀ ସହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଦେଖି ମୟୂରଭଞ୍ଜ ଜିଲ୍ଲାପାଳ ଶନିବାର ବେତନଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥିତି ସମୀକ୍ଷା କରିଛନ୍ତି।

ଏଭଳି ସ୍ଥିତିରେ ରାଜ୍ୟ ସରକାର କୋରୋନା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି। ଶନିବାର ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ ବେତନଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି କୋରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟକେନ୍ଦ୍ର କେତେ ପ୍ରସ୍ତୁତ ତାହାର ସ୍ଥିତି ସମୀକ୍ଷା କରିଛନ୍ତି। ଏନେଇ ବେତନଟୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ କ’ଣ ସବୁ ଅସୁବିଧା ରହିଛି ସେ ସବୁ ପଚାରି ବୁଝିଥିଲେ ଜିଲ୍ଲାପାଳ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Apr 11, 2020, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.