ETV Bharat / state

ଲାଞ୍ଚୁଆ ପୋଷ୍ଟ ମାଷ୍ଟରଙ୍କୁ ବାନ୍ଧିଲା ସିବିଆଇ - ଲାଞ୍ଚ ନେବା ଅଭିଯୋଗରେ ଗିରଫ

ଚିତ୍ରଡା ଉପଡାକଘରର ସହକାରୀ ପୋଷ୍ଟମାଷ୍ଟର ଶୁଭାଶିଷ ପରିଡା 4000 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ
author img

By

Published : Oct 18, 2019, 7:41 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡା ଉପଡାକଘରର ସହକାରୀ ପୋଷ୍ଟମାଷ୍ଟର ଶୁଭାଶିଷ ପରିଡା 4000 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଗିରଫ କରିଛି । ପୋଷ୍ଟ ଅଫିସ ଏଜେଣ୍ଟ କୁନ୍ତଳା ମହାନ୍ତଙ୍କ ସ୍ବାମୀ ବ୍ରଜ କିଶୋର ମହାନ୍ତଙ୍କ ଠାରୁ ପୋଷ୍ଟାଲ ଡିପୋଜିଟ କମିଶନ କରାଇ ଦେବାପାଇଁ ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ

ସହକାରୀ ପୋଷ୍ଟମାଷ୍ଟର ଲାଞ୍ଚ ମାଗୁଥିବା କଥା ପୂର୍ବରୁ ଏଜେଣ୍ଟ ଜଣକ ଭୁବନେଶ୍ବର ସିବିଆଇ ଅଫିସରେ ଅଭିଯୋଗ କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ସିବିଆଇ ଟିମ ପୋଷ୍ଟ ମାଷ୍ଟରଙ୍କୁ ପୋଷ୍ଟ ଅଫିସ ନିକଟ ଶୀର୍ଷାପାଳ ଛକରେ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି । ସିବିଆଇ ଅଫିସର ପିସି ସାହୁଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଇଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ସି ବି ଆଇ ଦ୍ୱାରା ଗିରଫ ହେଲେ ଲାଞ୍ଚୁଆ ପୋଷ୍ଟ ମାଷ୍ଟର। ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିତ୍ରଡା ଉପ ଡାକଘର ର ପୋଷ୍ଟ ମାଷ୍ଟର ଶୁଭାଶିଷ ପରିଡା ପୋଷ୍ଟ ଅଫିସ ଏଜେଣ୍ଟ କୁନ୍ତଳା ମହାନ୍ତ ଙ୍କ ସ୍ବାମୀ ବ୍ରଜ କିଶୋର ମହାନ୍ତ ଙ୍କ ଠାରୁ ପୋଷ୍ଟାଲ ଡିପୋଜିଟ କମିଶନ କରାଇ ଦେବାପାଇଁ 4000 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦ୍ଵାରା ଗିରଫ। ଏ ନେଇ ଏଜେଣ୍ଟ ଜଣଙ୍କ ପୂର୍ବରୁ ଭୁବନେଶ୍ୱର ସି ବି ଆଇ ଅଫିସ ରେ ଅଭିଯୋଗ କରିଥିଲେ ଆଜି ସି ବି ଆଇ ଟିମ ପୋଷ୍ଟ ମାଷ୍ଟର ଙ୍କୁ ପୋଷ୍ଟ ଅଫିସ ନିକଟ ଶୀର୍ଷାପାଳ ଛକ ରେ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛି। ସି ବି ଆଇ ଅଫିସର ପି ସି ସାହୁ ଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.