ETV Bharat / state

ବିଜୁ ଛାତ୍ର ଜନତା ଦଳର କ୍ୟାଣ୍ଡେଲ ଜାଳି ବିକ୍ଷୋଭ - jnu attack issue

ନୂଆଦିଲ୍ଲୀରେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ସାରା ଦେଶରେ ଛାତ୍ର ସଙ୍ଗଠନ ପକ୍ଷରୁ ନିନ୍ଦା କରାଯାଇଛି । ଅଧିକ ପଢନ୍ତୁ..

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କ୍ୟାଣ୍ଡେଲ ଜାଳି ବିକ୍ଷୋଭ

author img

By

Published : Jan 7, 2020, 4:10 AM IST

ବାରିପଦା: ଜେଏନୟୁରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା । ବାରିପଦାରେ ବିଜୁ ଛାତ୍ର ଜନତା ପକ୍ଷରୁ କ୍ୟାଣ୍ଡେଲ ଜାଳି ବିକ୍ଷୋଭ କରାଯାଇଛି ।

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କ୍ୟାଣ୍ଡେଲ ଜାଳି ବିକ୍ଷୋଭ

ନୂଆଦିଲ୍ଲୀରେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ସାରା ଦେଶରେ ଛାତ୍ର ସଙ୍ଗଠନ ପକ୍ଷରୁ ନିନ୍ଦା କରାଯାଇଛି । ଏହି ଘଟଣାରେ ଦୋଷୀଙ୍କୁ ଚିହ୍ନଟ କରାଯାଇ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଛାତ୍ର ସଙ୍ଘଠନ। ମୟୂରଭଞ୍ଜ ବାରିପଦା ମଧ୍ୟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ଜୁନିୟର କଲେଜ ସମ୍ମୁଖରେ କ୍ୟାଣ୍ଡେଲ ଧରି ପ୍ରତିବାଦ କରିଛନ୍ତି ।

ଅନ୍ୟପକ୍ଷରେ ବିଭିନ୍ନ ସମୟରେ ଅଣଛାତ୍ରଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ରୋକିବା ସହ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ପ୍ରତି ସରକାରଙ୍କ ଗୁହାରି ଜଣାଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଜେ ଏନ ୟୁ ରେ ଛାତ୍ରଛାତ୍ରୀ ମାନଙ୍କୁ ଆକ୍ରମଣ ଘଟଣା ରେ ବାରିପଦା ବିଜୁ ଛାତ୍ର ଜନତା ପକ୍ଷରୁ କ୍ୟାଣ୍ଡେଲ ଜାଳି ନିନ୍ଦା କରାଯାଇଛି। Body:ନୂଆଦିଲ୍ଲୀ ରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ସାରା ଦେଶରେ ଛାତ୍ର ସଂଘଠନ ମାନଙ୍କ ପକ୍ଷରୁ ନିନ୍ଦା କରାଯାଇଛି। ଏହି ଘଟଣାରେ ଦୋଷୀଙ୍କୁ ଚିହ୍ନଟ କରାଯାଇ କଠୋର ଦଣ୍ଡ ଦେବାକୁ ଦବିକରିଛନ୍ତି ଛାତ୍ର ସଙ୍ଘଠନ ମାନେ। ମୟୁରଭଞ୍ଜ ଜିଲ୍ଲା ବାରିପଦା ମଧ୍ୟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ଜୁନିୟର କଲେଜ ସମ୍ମୁଖରେ କ୍ୟାଣ୍ଡେଲ ଧରି ପ୍ରତିବାଦ କରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ସମୟରେ ଅଣଛାତ୍ର ଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର କୁ ରୋକିବା ସହ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ପ୍ରତି ସରକାର ଙ୍କ ଗୁହାରି ଜଣାଇଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.