ETV Bharat / state

5T ଯୋଜନାରେ ହେଉଥିବା କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରିବାକୁ ଦାବି, ITDA ଅଫିସ ଘେରିଲା ଭଞ୍ଜସେନା - ବାରିପଦାରେ ଆଇଟିଡିଏ ଅଫିସ ଘେରିଲା ଭଞ୍ଜସେନା

5T ଯୋଜନାରେ ହେଉଥିବା କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରିବାକୁ ଦାବି । ଏନେଇ ଆଇଟିଡିଏ ଅଫିସ ଘେରିଲା ଭଞ୍ଜସେନା । ଅଧିକ ପଢନ୍ତୁ

5T ଯୋଜନାରେ ହେଉଥିବା କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରିବାକୁ ଦାବି

author img

By

Published : Dec 11, 2021, 9:27 AM IST

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ITDA ଅଫିସ ଦ୍ୱାରା ବାରିପଦା ମ୍ୟୁନିସିପାଲିଟି ଭିତରେ ଆରମ୍ଭ ହେବାକୁ ଯାଉଥିବା 5T ଯୋଜନା ଦ୍ୱାରା ସ୍କୁଲ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଗୁଡିକୁ ଟେଣ୍ଡର ମାଧ୍ୟମରେ କରିବାକୁ ଦାବି ହୋଇଛି । ଭଞ୍ଜସେନା ପକ୍ଷରୁ ଏ ଦାବି କରାଯାଇଛି ।

5T ଯୋଜନାରେ ହେଉଥିବା କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରିବାକୁ ଦାବି

ଏନେଇ ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ବାରିପଦା ସହର ଶାଖା ପକ୍ଷରୁ ସଭାପତି ପ୍ରୀତମ ପଣ୍ଡାଙ୍କ ନେତୃତ୍ୱରେ ITDA ଅଫିସ ଘେରାଓ କରାଯାଇଥିଲା । ଏ କାର୍ଯ୍ୟକ୍ରମରେ ସଂଗଠନ କାର୍ଯ୍ୟକାରୀ ଅଧକ୍ଷ ରାକେଶ ସିଂ, ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ସମେତ ଶତାଧିକ ଭଞ୍ଜସେନା କର୍ମୀ ଉପସ୍ଥିତ ରହିଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.