ETV Bharat / state

କୁସୁମୀରେ ବୃକ୍ଷରୋପଣ କରି ମହୋତ୍ସବ ପାଳିଲା ବାଦାମପାହାଡ ବନାଞ୍ଚଳ - badam pahad forest division

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ବନାଞ୍ଚଳ ପକ୍ଷରୁ କୁସୁମୀ ତହସିଲ କାର୍ଯ୍ୟାଳୟରେ 71 ତମ ବନ ମହୋତ୍ସବ ପାଳିତ । ଏହି ଅବସରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ 2ଟି ଚାରାରୋପଣ ସହ ତାର ଯତ୍ନ ନେବା ପାଇଁ ଆହ୍ବାନ ଦିଆଯାଇଛି । ଅଧିକ ପଢନ୍ତୁ...

କୁସୁମୀରେ ବୃକ୍ଷରୋପଣ କରି ମହୋତ୍ସବ ପାଳିଲା ବାଦାମପାହାଡ଼ ବନାଞ୍ଚଳ

author img

By

Published : Jul 4, 2020, 10:02 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ବନାଞ୍ଚଳ ପକ୍ଷରୁ କୁସୁମୀ ତହସିଲ କାର୍ଯ୍ୟାଳୟରେ 71 ତମ ବନ ମହୋତ୍ସବ ପାଳିତ ହୋଇଛି । ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।

କୁସୁମୀରେ ବୃକ୍ଷରୋପଣ କରି ମହୋତ୍ସବ ପାଳିଲା ବାଦାମପାହାଡ଼ ବନାଞ୍ଚଳ

ବନାଞ୍ଚଳ ଅଧିକାରୀ ପ୍ରଦୀପ ପୃଷ୍ଟିଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ମହେନ୍ଦ୍ର କୁମାର ବେହେରା ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତିଙ୍କୁ 2ଟି ଚାରାରୋପଣ ସହ ତାର ଯତ୍ନ ନେବା ପାଇଁ ଆହ୍ବାନ ଦେଇଥିଲେ । ବନମହୋତ୍ସବ ହେବା ଦ୍ବାରା ବୃକ୍ଷରୋପଣ କରାଯାଇ ପରିବେଶ ସନ୍ତୁଳନ କରାଯାଇ ପାରୁଥିବା ପରିବେଶବିତମାନେ ମତବ୍ୟକ୍ତ କହିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.