ETV Bharat / state

ବନ୍ୟାଜଳରେ ଭାସିଗଲେ ବୃଦ୍ଧା, ଉଦ୍ଧାର କାର୍ଯ୍ୟ ଜାରି - ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ବଡସାହିରୁ କୋରୋନା ପରୀକ୍ଷା ସାରି ଫେରୁଥିବାବେଳେ ମାଣିତ୍ରୀ ଚଟାଣ ନିକଟରେ ବନ୍ୟାଜଳରେ ଭାସିଗଲେ ବୃଦ୍ଧା । ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମହିଳାଙ୍କ ପତ୍ତା ମିଳି ପାରିନାହିଁ। ଅଧିକ ପଢନ୍ତୁ.....

ବନ୍ୟାଜଳରେ ଭାସିଗଲେ ବୃଦ୍ଧା
ବନ୍ୟାଜଳରେ ଭାସିଗଲେ ବୃଦ୍ଧା
author img

By

Published : Aug 26, 2020, 5:22 PM IST

ବାରିପଦା: ବନ୍ୟାଜଳରେ ଭାସିଗଲେ ବୃଦ୍ଧା । ପରିବାର ଲୋକଙ୍କ ସହ ରାସ୍ତା ପାର ହେଉଥିବାବେଳେ ପାଣି ସ୍ରୋତରେ ଭାସି ଗଲେ ବୃଦ୍ଧା । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣିତ୍ରୀ ମନ୍ଦିର ପାଖ ଚଟାଣରେ ପରିବାର ସହ ଯାଉଥିବାବେଳେ ବୃଦ୍ଧା ଜଣକ ଭାସି ଯାଇଛନ୍ତି । ବୃଦ୍ଧା ଜଣକ ହେଲେ ଭିମଦା ଗାଁର ସ୍ନେହଲତା ମହାପାତ୍ର ।

ବନ୍ୟାଜଳରେ ଭାସିଗଲେ ବୃଦ୍ଧା

ସେ ନିଜ ପରିବାରର ସହ ବଡସାହି ଡାକ୍ତରଖାନାକୁ କୋରୋନା ପରୀକ୍ଷା ପାଇଁ ଯାଇଥିଲେ । ପରୀକ୍ଷା ସାରି ଫେରିବା ସମୟରେ ଆମ୍ବୁଲାନ୍ସ ପାଣି ଦେଖି ଅଟକି ଯାଇଥିଲା । ତେବେ ଚଟାଣ ପାରି କରିବା ସମୟରେ ଅସାବଧାନତା କାରଣରୁ ପାଣିରେ ଭାସିଗଲେ ବୃଦ୍ଧା । ଗଙ୍ଗାହାର ନଦୀ ପାଣି ରାସ୍ତା ଉପରେ ପ୍ରବାହିତ ହେଉଥିଲା । ତେବେ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.