ETV Bharat / state

୫୯୧ ମାର୍କ ରଖି କୃତକାର୍ଯ୍ୟ ହେଲେ ରାଇରଙ୍ଗପୁର ଛାତ୍ର, ଛୁଟିଲା ଶୁଭେଚ୍ଛାର ସୁଅ - ମୟୂରଭଞ୍ଜ ଦଶମ ପରୀକ୍ଷା ଫଳ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଜନ୍ମେଜୟ କବାଟ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ୫୯୧ ମାର୍କ ସହିତ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟର ୧୪ ଜଣ ଛାତ୍ରଛାତ୍ରୀ A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ । ଅଧିକ ପଢ଼ନ୍ତୁ

୫୯୧ ମାର୍କ ରଖି କୃତକାର୍ଯ୍ୟ ହେଲେ ରାଇରଙ୍ଗପୁର ଛାତ୍ର, ଛୁଟିଲା ଶୁଭେଚ୍ଛାର ସୁଅ

author img

By

Published : Jul 6, 2022, 9:03 PM IST

ରାଇରଙ୍ଗପୁର: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ର ଜନ୍ମେଜୟ କବାଟ ୬୦୦ରୁ ୫୯୧ ମାର୍କ ରଖି ସ୍କୁଲ ଓ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ ।

୫୯୧ ମାର୍କ ରଖି କୃତକାର୍ଯ୍ୟ ହେଲେ ରାଇରଙ୍ଗପୁର ଛାତ୍ର, ଛୁଟିଲା ଶୁଭେଚ୍ଛାର ସୁଅ

ଜନ୍ମେଜୟ ହେଉଛନ୍ତି ସଞ୍ଜୁକ୍ତା କବାଟ ଓ ପ୍ରଭାକର କବାଟଙ୍କର ସନ୍ତାନ । ତେବେ ସେ ସମଗ୍ର ଜିଲ୍ଲାରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବାରୁ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ମୋଟ ୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ A1 ଗ୍ରେଡରେ ୧୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ବାରିକ ।

ଇଟିଭା ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.