ETV Bharat / state

ଜଙ୍ଗଲ ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର - police investigation

ବୁଧବାର କିଛି ସ୍ଥାନୀୟ ଲୋକେ କୂଟଲିଙ୍ଗ ଜଙ୍ଗଲକୁ ଯାଇଥିବା ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ପାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 17, 2019, 2:53 PM IST

ମୟୂରଭଞ୍ଜ: ଜଙ୍ଗଲ ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳର କୂଟଲିଙ୍ଗ ଜଙ୍ଗଲରେ ।

ସୂଚନା ଅନୁଯାୟୀ, ବୁଧବାର କିଛି ସ୍ଥାନୀୟ ଲୋକେ କୂଟଲିଙ୍ଗ ଜଙ୍ଗଲକୁ ଯାଇଥିବାବେଳେ ମୃତଦେହ ଦେଖିବାକୁ ପାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏପଟେ ମୃତକର ପରିଚୟ ମିଳିପାରିନଥିବାବେଳେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଖୋର୍ଦ୍ଧାରୁ ପୁଣି ଜବତ ହେଲା ବ୍ରାଉନସୁଗାର

ଖୋର୍ଦ୍ଧା : ନିଶା ବେପାରୀଙ୍କ ଉପରେ ଏସ୍ଟିଏଫ କଡା ନଜର ରଖିଥିବା ବେଳେ ଖୋର୍ଦ୍ଧା ଅଂଚଳରେ ଧଳାଜହର ବ୍ୟବସାୟ କମିବାର ନାଁ ଧରୁନି । ଏସ୍ଟିଏଫ ପରେ ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ନୂଆବସଷ୍ଟାଣ୍ଡ ଅଂଚଳରେ ଚଢ଼ାଉ କରି 15 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି ।

Body:ଗିରଫ ଯୁବକ ଜଣକ ନିରାକାରପୁର ଅଂଚଳର ଅବିନାଶ ସାମନ୍ତରାୟ । ସେ ଆଜି ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଅଂଚଳରେ ବ୍ୟବସାୟ କରୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ମାଡିବସିଥିଲେ । ତା ପାଖରୁ 15 ଗ୍ରାମ ବ୍ରାଉନସୁଗାର ଜବତ । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।

Conclusion:
ବାଇଟ - ରଞ୍ଜନ କୁମାର ନାୟକ , ଅବକାରୀ ଅଧିକାରୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.