ETV Bharat / state

ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Dec 26, 2019, 4:19 PM IST

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଧିନରେ ଥିବା ଜାମୁଡି ଗାଁରେ ଏକ ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଧିନରେ ଥିବା ଜାମୁଡି ଗାଁରେ ଅଭାବନୀୟ ଘଟଣା । ଏଠାରେ ଏକ ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣକ ଛେଳି ଚରାଇବାକୁ ଯାଇ ନିଜ ଶାଢୀ ବାନ୍ଧି ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା ଜଣକ ହେଲେ ଜାମୁଡି ଗ୍ରାମର ଜଉନା ହାଁସଦା।

ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତେବେ ମହିଳା ଜଣକ ଦୀର୍ଘ ଦିନରୁ ରୋଗରେ ପୀଡିତ ଥିବା ବେଳେ ଯନ୍ତ୍ରଣା ସହି ନପରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ସେପଟେ ବାଦାମପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଏକ ଗଛରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଧୀନରେ ଥିବା ଜାମୁଡି ଗ୍ରାମରେ। ସୂଚନା ଅନୁଯାୟୀ ଜାମୁଡି ଗ୍ରାମର ଜନୈକ ବିବାହିତା ମହିଳା ଛେଳି ଚରାଇବାକୁ ଯାଇ ନିଜ ଶାଢୀ ବେକରେ ଲଗାଇ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଲେ ଜାମୁଡି ଗ୍ରାମର ଜଉନା ହାଁସଦା। ତେବେ ମହିଳା ଜଣକ ଦୀର୍ଘ ଦିନରୁ ରୋଗରେ ପୀଡିତ ଥିବା ବେଳେ ରୋଗ ବ୍ୟାଧି ସହି ନ ପରି ଆତ୍ମହତ୍ୟା କରିଥିବା ଘର ଲୋକ ପ୍ରକାଶ କରିଛନ୍ତି । ତେବେ ବାଦାମପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିବା ଜଣାପଡିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.