ETV Bharat / state

ଗଣେଶ ପୂଜାରେ ଅଘଟଣ, ମାମୁଁଘର ପୋଖରୀରେ ବୁଡି ଭଣଜା ମୃତ

ମାମୁଁଘର ପୋଖରୀରେ ବୁଡି ଭଣଜାର ସଲୀଳ ସମାଧି ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଖୁଣ୍ଟା ଥାନା ନାଲୂଆ ଗ୍ରାମରେ ।

author img

By

Published : Sep 2, 2019, 11:29 PM IST

ଗଣେଶ ପୂଜାରେ ଅଘଟଣ, ପୋଖରୀରେ ବୁଡି 6 ବର୍ଷ ନବାଳକ ମୃତ

ବାରିପଦା: ଗଣେଶ ପୂଜାରେ ବୁଲିବା ପାଇଁ ମାମୁଁଘରକୁ ଆସିଥିଲା ଭଣଜା । ହେଲେ ମାମୁଁଘର ପୋଖରୀରେ ବୁଡି ଭଣଜାର ସଲୀଳ ସମାଧି ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଖୁଣ୍ଟା ଥାନା ନାଲୂଆ ଗ୍ରାମରେ ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗୟଳମରା ଗ୍ରାମରୁ ସାଗରାମ ବାସ୍କେଙ୍କ ପରିବାର ସଦସ୍ୟ ନାଲୁଆ ଗ୍ରାମ ନିଜ ସମ୍ପର୍କୀୟ ଘରକୁ ଗଣେଶ ପୂଜା ବୂଲିବା ପାଇଁ ଆସିଥିଲେ । ସାଗରାମଙ୍କ ଛଅ ବର୍ଷର ପୁଅ ଚମ୍ପାଇ ବାସ୍କେ ମଧ୍ୟ ପରିବାର ସହିତ ନିଜ ମାମୁଁ ଘର ନାଲୁହାକୁ ବୁଲିବାକୁ ଆସିଥିଲେ |

ନିଜ ମାମୁଁ ଘରକୁ ଆସିଥିବା ବେଳେ ଘର ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ଚମ୍ପାଇ ଘର ପାଖରେ ଖେଳୁଥୁଲେ । ତେବେ ଖେଳୁଥିବା ସମୟରେ ଘର ନିକଟରେ ଥିବା ଏକ ପୋଖରୀକୁ ଚାଲିଯାଇଥିଲା । ସେଠାରେ ଖେଳିବା ସମୟରେ ସେ ପୋଖରୀରେ ବୁଡି ଯାଇଥିଲା । ତେବେ ପରିବାର ଲୋକେ ଖୋଜାଖୋଜି କରିବା ପରେ ଚମ୍ପାଇ ପୋଖରୀରେ ବୁଡି ଯାଇଥିବା ଜାଣିପାରି ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

ଖବରପାଇ ଖୁଣ୍ଟା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଗଣେଶ ପୃଜାରେ ବୁଲିବା ପାଇଁ ମାମୁଁ ଘରକୁ ଆସିଥିଲା ଭଣଜା । ହେଲେ ମାମୁଁ ଘରେ ପୋଖରୀରେ ବୁଡି ଭଣଜାର ସଲୀଳ ସମାଧି ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଖୁଣ୍ଟା ଥାନା ନାଲୂଆ ଗ୍ରାମରେ ।

Body:ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗୟଳମରା ଗ୍ରାମରୁ ସାଗରାମ ବାସ୍କେଙ୍କ ପରିବାର ସଦସ୍ଯ ନାଲୁଆ ଗ୍ରାମ ନିଜ ସଂପର୍କୀୟ ଘରକୁ ଗଣେଶ ପୂଜା ବୂଲିବା ପାଇଁ ଆସିଥ୍‌ଲେ । ସାଗରାମଙ୍କ ଛଅ ବର୍ଷର ପୁଅ ଚମ୍ପାଇ ବାସ୍କେ, ମଧ୍ୟ ପରିବାର ସହିତ ନିଜ ମାମୁଁ ଘର ନାଲୁହାକୁ ବୁଲିବାକୁ ଆସିଥିଲେ | ନିଜ ମାମୁଁ ଘରକୁ ଆସିଥିବା ବେଳେ ଘର ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥୁବା
ବେଳେ ଚମ୍ପାଇ ଘର ପାଖରେ ଖେଳୁଥୁଲେ । ତେବେ ଖେଳୁ ଖେଳୂ ସେ ଘର ନିକଟରେ ଥୁବା ଏକ ପୋଖରୀ କୁ ଚାଲିଯାଇଥୁଲେ । ସେଠାରେ ଚମ୍ପାଇ ଖେଳି ବା ସମୟରେ ପୋଖରୀରେ ବୁଡି ଯାଇଥୁଲେ । ତେବେ ପରିବାର ଲୋକେ ଖୋଜାଖୋଜି କରିବା ପରେ ଚମ୍ପାଇ ପୋଖରୀରେ ବୂଡି ଯାଇଥିବା ଜାଣିପାରି ତାଙ୍କୁ ପୋଖରୀରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଭର୍ତ୍ତି କରିଥୁଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଖବରପାଇ ଖୁଂଟା ପୋଲି ସ୍‌ ତାସ୍ତ ରଖାନାରେ ପହଂଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାମୁଁ ଘରକୁ ଦୁର୍ଲିବାକୁ ଆଜ୍ମି ପୋଖରୀରେ ବ୍‌ ତି ନାବାଳକ ଭଣଜାର ମୃତ୍ୟୁ ହେବା ଘଟଣାକୂ ନେଇ ସ୍ଫାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃତି ହୋଇଛି | ଗଣେଶ ପୂଜାରେ ନିଶିତ ଭାବେ ଏହା ଏକ ଦୁଃଖଦ ଘଟଣା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.