ETV Bharat / state

ଅବକାରୀ ବିଭାଗର ଚଢ଼ାଉ, ୫୫ ଲିଟର ଦେଶୀ ମଦ ଜବତ - 55-liters-of-local-wine-seized

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ କରି ବ୍ୟାପକ ପରିମାଣରେ ମଦରନ୍ଧା ସରଞ୍ଜାମ, ଦେଶୀ ମଦ ଜବତ । ଅଧିକ ପଢନ୍ତୁ...

55-liters-of-local-wine-seized-by-excise-department-in-rairangpur
ଅବକାରୀ ବିଭାଗର ଚଢ଼ାଉ, ୫୫ ଲିଟର ଦେଶୀ ମଦ ଜବତ
author img

By

Published : Jan 8, 2021, 9:08 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ କରି ବ୍ୟାପକ ପରିମାଣରେ ମଦରନ୍ଧା ସରଞ୍ଜାମ, ଦେଶୀ ମଦ ଜବତ କରିବା ସହ ପ୍ରଚୁର ପରିମାଣରେ ମହୁଲପୋଚ ମଧ୍ୟ ନଷ୍ଟ କରାଯାଇଛି ।

ଅବକାରୀ ବିଭାଗର ଚଢ଼ାଉ, ୫୫ ଲିଟର ଦେଶୀ ମଦ ଜବତ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନସ୍ଥ ବାଲିପୋଷି ଓ କେଶରଗଡିଆ ଗ୍ରାମରୁ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ମଦରନ୍ଧା ସରଞ୍ଜାମ ଜବତ କରିବା ସହ ୫୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥିସହିତ ମୋଟ ୨୧୦୦ କିଲୋଗ୍ରାମ ମୋହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି ।

ସେହିପରି ରେଙ୍ଗାଳବେଡା ଓ ବାଉତିବେଡା ଗ୍ରାମରୁ ଦୁଇ ଜଣ ଚୋରା ମଦ ବେପାରୀଙ୍କ ପାଖରୁ ୧୫ ଲିଟର ମଦ ଜବତ କରିବା ସହ ଉକ୍ତ ବେପାରୀ ଦ୍ବୟଙ୍କୁ ଗିରଫ କରାଯାଇଛି । ତେବେ ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ସଦଳବଳେ ଚଢ଼ାଉ କରିଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.