ETV Bharat / state

ତିନିବର୍ଷ ଶିଶୁକୁ ଦୁଷ୍କର୍ମ କଲା ସତୁରୀ ବର୍ଷୀୟ ବୃଦ୍ଧ

ଦୁନିଆକୁ ବୁଝିବା ପୂର୍ବରୁ ଦୁଷ୍କର୍ମର ଶିକାର । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ବହଳଦା ଥାନା ଅଞ୍ଚଳରେ । ତିନି ବର୍ଷର ଶିଶୁକନ୍ୟାକୁ ସତୁରୀ ବର୍ଷର ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ।

author img

By

Published : Oct 7, 2019, 10:46 PM IST

ଫଟୋ ସୌଜନ୍ଯ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଶନିବାର ଘଟିଛି ଏପରି ଲଜ୍ଜାଜନକ ଘଟଣା । ବହଳଦା ଥାନା ଅଞ୍ଚଳରେ ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ।

ତିନିବର୍ଷର ଶିଶୁ କନ୍ୟାକୁ ସତୁରୀ ବର୍ଷ ବୃଦ୍ଧର ଦୁଷ୍କର୍ମ
ସୂଚନା ଅନୁଯାୟୀ ଶିଶୁକନ୍ୟାଟି ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଘରକୁ ଡାକି ନେଇଥିଲା ସେହି ଗ୍ରାମର ସତୁରୀ ବର୍ଷର ବୃଦ୍ଧ ଝାବୋ ନାଏକ । ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପିଲାଟି କାନ୍ଦିବାରୁ ଗ୍ରାମବାସୀ ଦେଖିଥିଲେ । କିନ୍ତୁ ଘଟଣା ପରେ ଅଭିଯୁକ୍ତ ବୃଦ୍ଧ ଫେରାର ହୋଇଯାଇଥିଲା । ପରିବାର ଲୋକ ବହଳଦା ଥାନାରେ ଅଭିଯୋଗ କରିଛନ୍ତି । ପରେ ପୋଲିସ ବୃଦ୍ଧ ଜଣଙ୍କୁ ଥାନାରେ ଅଟକ ରଖିବା ସହ ତଦନ୍ତ ଜାରି ରଖିଥିଲା । ଏପଟେ ସୋମବାର ଝାବୋ ନାଏକ ବିରୁଦ୍ଧରେ ପୋଲିସ ପୋକସୋ ଆଇନ ଅନୁଯାୟୀ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ବାରିପଦା ପୋକସୋ କୋର୍ଟକୁ ଚାଲାଣ କରିଛି ବହଳଦା ପୋଲିସ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଗତ ଶନିବାର ଦିନ ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଥିଲା। ବହଳଦା ଥାନା ଅଞ୍ଚଳରେ ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ ଶିଶୁକନ୍ୟା ଟି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଘରକୁ ଡାକି ନେଇ ସେହି ଗାଁର ସତୁରୀ ବର୍ଷର ବୃଦ୍ଧ ଜଣକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ତିନି ବର୍ଷର ଶିଶୁକନ୍ୟା ଟି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲେ ସେହି ଗ୍ରାମର ଜଣେ ବୃଦ୍ଧ। ତେବେ ଶିଶୁକନ୍ୟା ଟିର ଚିତ୍କାର ଶୁଣି ଗାଁ ଲୋକେ ଘରକୁ ପଶିଥିଲେ। ସେମାନଙ୍କୁ ଦେଖିବା ପରେ ପୀଡିତାଙ୍କୁ ଛାଡି ଫେରାର ହୋଇଯାଇଥିଲେ ବୃଦ୍ଧ । ପରିବାର ଲୋକଙ୍କ ଅଭିଯୋଗ ପରେ ବହଳଦା ଥାନା ପୋଲିସ ଦୁଷ୍କର୍ମ କାରୀ ବୃଦ୍ଧଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିଲେ। ଆଜି ବୃଦ୍ଧ ଝାବୋ ନାଏକ ଙ୍କ ବିରୁଦ୍ଧରେ ପୋସ୍କୋ ଆଇନ ଅନୁଯାୟୀ ଏକ ଦୁଷ୍କର୍ମ ମାମଲା ରୁଜୁ କରି ବାରିପଦା ପୋସ୍କୋ କୋର୍ଟ କୁ ଚାଲାଣ କରିଛି ବହଳଦା ପୋଲିସ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.