ETV Bharat / state

ପେଟ୍ରୋଲ ପମ୍ପରେ ଆଦିବାସୀ ମହିଳାଙ୍କୁ ପୋଲିସର ମାଡ ଘଟଣା, ୨ କନେଷ୍ଟବଳ ଗିରଫ

ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା କାଳିଆଷୋଳ ପେଟ୍ରୋଲ ପମ୍ପରେ ଆଦିବାସୀ ମହିଳାଙ୍କୁ ପୋଲିସର ମାଡ ଘଟଣା । ଗିରଫ ହେଲେ ଦୁଇ ଅଭିଯୁକ୍ତ କନେଷ୍ଟବଳ । ଗତ ୨ ତାରିଖରେ ଘଟିଥିଲା ଘଟଣା । ଅଧିକ ପଢନ୍ତୁ...

author img

By

Published : Sep 9, 2021, 10:59 PM IST

ପେଟ୍ରୋଲ ପମ୍ପରେ ଆଦିବାସୀ ମହିଳାଙ୍କୁ ପୋଲିସର ମାଡ ଘଟଣା, ୨ କନେଷ୍ଟବଳ ଗିରଫ
ପେଟ୍ରୋଲ ପମ୍ପରେ ଆଦିବାସୀ ମହିଳାଙ୍କୁ ପୋଲିସର ମାଡ ଘଟଣା, ୨ କନେଷ୍ଟବଳ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା କାଳିଆଷୋଳ ପେଟ୍ରୋଲ ପମ୍ପରେ ଦୁଇ ପୋଲିସ କନେଷ୍ଟବଳ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଜଣେ ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାଣ୍ଡ ଭିଆଇ ଥିବା ଦୁଇ ପୋଲିସ କନେଷ୍ଟବଳଙ୍କୁ ଗିରଫ କଲା ପୋଲିସ ।

ଘଟଣାକ୍ରମରେ, ସେପ୍ଟେମ୍ବର ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧିନ କାଳିଆଷୋଳ ପଣ୍ଡିତ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ମହିଳା ଯମୁନା ଟୁଡୁଙ୍କୁ ବାରିପଦା ପଞ୍ଚମ ବାଟାଲିୟନରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଦ୍ଵାରିକା ନାଏକ ଓ ରାଜୀବ କୁମାର ମହାନାଏକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ତେବେ ଏ ସମ୍ପର୍କରେ ଅଭିଯୋଗ ହେବା ସହ ଦୁଇ ଅଭିଯୁକ୍ତ କନେଷ୍ଟବଳଙ୍କୁ ଗିରଫ ଦାବି ଜୋର ଧରିଥିଲା। ଆଜି ଶୁଳିଆପଦା ପୋଲିସ ଦୁଇ କନେଷ୍ଟବଳଙ୍କୁ ଗିରଫ କରିଥିବା ସୂଚନା ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.