ETV Bharat / state

ଥାନାରେ ଥାର୍ଡ ଡିଗ୍ରୀ ଘଟଣା, ନିଜ ଆଡୁ ମାମଲା ରୁଜୁ କଲା OHRC - ଥାର୍ଡ ଡିଗ୍ରୀ ଘଟଣା, ମାମଲା ରୁଜୁ କଲା OHRC

ମାଲକାନଗିରି ଜିଲ୍ଲା ଚିତ୍ରୋକୋଣ୍ଡା ଥାନା ହାଜତରେ ୪ଜଣ ନାବାଳକଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା । ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ। ଅଧିକ ପଢନ୍ତୁ...

ପୁଣି ଥାନାରେ ଥାର୍ଡ ଡିଗ୍ରୀ, ନିଜ ଆଡୁ ମାମଲା ରୁଜୁ କଲା OHRC

author img

By

Published : Feb 17, 2021, 2:56 PM IST

ଭୁବନେଶ୍ବର: ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ହାଜତରେ ୪ଜଣ ନାବାଳକଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା । ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଏନେଇ ନିଜ ଆଡୁ ମାମଲା ରୁଜୁ କରି ମାଲକାନଗିରି ଏସପିଙ୍କୁ ନୋଟିସ ଜାରି କରିଛି କମିଶନ ।

ପୁଣି ଥାନାରେ ଥାର୍ଡ ଡିଗ୍ରୀ, ନିଜ ଆଡୁ ମାମଲା ରୁଜୁ କଲା OHRC

ମାଲକାନଗିରି ଜିଲ୍ଲାର ଚିତ୍ରୋକୋଣ୍ଡା ପୋଲିସ ଚାରିଜଣ ନାବାଳକଙ୍କୁ ସୁନା ଚୋରି ଅଭିଯୋଗରେ ଅଟକ ରଖିଥିଲା ପୋଲିସ । ଏହି 4 ଜଣ ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦେବା ସହ ଗାଳିଗୁଲଜ କରିବା ଘଟଣା ଦେଖିବାକୁ ମିଳିଥିଲା ।

ଏହି ଘଟଣାକୁ ନେଇ ନେଇ ରାଜ୍ୟ ମନବାଅଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରି ମାଲକାନଗିରି ପୋଲିସ୍ ଅଧୀକ୍ଷକଙ୍କୁ ତଦନ୍ତ କରିବା ସହ ତୁରନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.