ETV Bharat / state

74 ତମ ସ୍ଵାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ - ମାଲକାନଗିରିରେ ସ୍ବାଧିନତା ଦିବସ

ମାଲକାନଗିରି ଜିଲ୍ଲା ସଦର ମହକୁମାରେ 74 ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ସ୍ଵାଧୀନତା ଦିବସକୁ କୋଭିଡ଼-19 ନିୟମାନୁଯାୟୀ ପାଳନ କରାଯିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

74 ତମ ସ୍ଵାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

author img

By

Published : Aug 10, 2020, 10:19 PM IST

ମାଲକାନଗିରି: ଜିଲ୍ଲା ସଦର ମହକୁମାରେ 74 ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋମବାର ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ସ୍ଵାଧୀନତା ଦିବସକୁ କୋଭିଡ଼-19 ନିୟମାନୁଯାୟୀ ପାଳନ କରାଯିବ । ଏଥିରେ ସମସ୍ତେ ସାମାଜିକ ଦୂରତ୍ବ ଓ ମାସ୍କ ବ୍ୟବହାର କରିବା ସହ ଜନଗହଳି କରିବାକୁ ବାରଣ କରାଯାଇଛି ।

74 ତମ ସ୍ଵାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
74 ତମ ସ୍ଵାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
74 ତମ ସ୍ଵାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
74 ତମ ସ୍ଵାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚଳିତ ବର୍ଷ ଡି.ଏନ.କେ ଖେଳ ପଡ଼ିଆରେ ମୁଖ୍ୟ ଅତିଥି ସକାଳ ୯ ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ । ପୋଲିସ ବ୍ୟାଣ୍ଡ ଦ୍ୱାରା ମାର୍ଚ୍ଚ କରିବା ସଙ୍ଗେ ଜାତୀୟ ସଙ୍ଗିତ ଧୂନ ପରିବେଷଣ କରିବେ । ଚଳିତ ବର୍ଷ ସ୍ଵାଧୀନତା ଦିବସ ଉପଲକ୍ଷେ ମୂଖ୍ୟ ଅତିଥ୍, ଡିଏନ୍.କେ ଖେଳ ପଡିଆ, ମୁଖ୍ୟ ପ୍ୟାରେଡ୍ ଗ୍ରାଉଣ୍ଡରେ ଜିଲ୍ଲାର କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବେ । ସ୍ଵାଧୀନତା ଦିବସରେ ମୂଖ୍ୟ ଅତିଥିଙ୍କ ଦ୍ବାରା ଜିଲ୍ଲା ସଂସ୍କୃତି ଭବନ ପରିସରରେ ବୃକ୍ଷ ରୋପଣ କରାଯିବ । ସ୍ୱାଧୀନତା ଦିବସ ପୂର୍ବ ଦିନ ଡାକବାଜି ଯନ୍ତ୍ର ମାଧ୍ୟମରେ କୋଭିତ ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବାକୁ ପ୍ରଚାର କରାଯିବ । ଚଳିତ ସ୍ୱାଧୀନତା ଦିବସରେ ସମସ୍ତ କାର୍ଯ୍ୟକ୍ରମ ଲାଇଭ ଟେଲିକାଷ୍ଟ କରାଯିବକୁ ସ୍ଥିର କରାଯାଇଛି ।

ତେବେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ଆରକ୍ଷୀ ଅଧ୍ୟକ୍ଷକ ଋଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ବାଲମୁକୁନ୍ଦ ଭୂୟାଁ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧ୍ୟକାରୀ ଦିଲିପ ଚନ୍ଦ୍ର ସାମନ୍ତରାୟ ଓ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.