ETV Bharat / state

ମାଓବାଦୀଙ୍କ ନୂଆ ପ୍ଲାନ: ବ୍ୟବହାର କରୁଛନ୍ତି ପରିଚୟ ପତ୍ର - malkangiri news

ପୁଣି ଥରେ ସାମ୍ନାକୁ ଆସିଲା ମାଓବାଦୀଙ୍କ ନୂଆ ରଣନୀତି । ପୋଲିସ ଆକ୍ରମଣରୁ ବର୍ତ୍ତିବା ପାଇଁ ମାଓବାଦୀମାନେ ଏବେ ଆଇଡି କାର୍ଡ ବା ପରିଚୟ ପତ୍ର ବ୍ୟବହାର କରୁଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି
author img

By

Published : Aug 12, 2019, 3:39 PM IST

ମାଲକାନଗିରି: ପୁଣି ଥରେ ସାମ୍ନାକୁ ଆସିଲା ମାଓବାଦୀଙ୍କ ନୂଆ ରଣନୀତି । ପୋଲିସ ଆକ୍ରମଣରୁ ବର୍ତ୍ତିବା ପାଇଁ ମାଓବାଦୀ ବ୍ୟବହାର କରୁଛନ୍ତି ପରିଚୟ ପତ୍ର ।

ଜିଲ୍ଲାର ସୀମାନ୍ତ ଛତିଶଗଡ଼ରେ ମାଓ ସାମ୍ରାଜ୍ୟ ଧ୍ବଂସ କରିବା ପାଇଁ ପୋଲିସ ଅନେକ ନୂଆ ପନ୍ଥା ଅବଲମ୍ବନ କରୁଥିବା ବେଳେ ଏବେ ମାଓବାଦୀ ମାନେ ମଧ୍ୟ ପୋଲିସ ଆକ୍ରମଣରୁ ବର୍ତ୍ତିବା ପାଇଁ ଏଭଳି ଏକ ନୂତନ ପନ୍ଥା ଗ୍ରହଣ କରିଛନ୍ତି ।

ବିଶେଷ କରି ଛଦ୍ମବେଶରେ ମାଓ କ୍ୟାମ୍ପରେ ପଶି ପୋଲିସ ଆକ୍ରମଣ କରୁଥିବାର ଅନେକ ଥର ଅଭିଯୋଗ ବାଢ଼ିଥିବା ମାଓ ସଂଗଠନ ଏଥିରୁ ବର୍ତ୍ତିବା ପାଇଁ ଏକ ନୂତନ ରଣନୀତି ଆପଣାଇଛନ୍ତି । ମାଓବାଦୀମାନେ ଏବେ ଆଇଡି କାର୍ଡ ବା ପରିଚୟ ପତ୍ର ବ୍ୟବହାର କରୁଥିବା ସୂଚନା ମିଳିଛି ।

ଏହି ପରିଚୟ ପତ୍ରର ଗୋଟିଏ ପଟେ ନାଲି ରଙ୍ଗର ପତାକାର ଚିତ୍ର ରହିଥିବା ବେଳେ ଅନ୍ୟ ପଟେ ହିନ୍ଦୀରେ ନିଜର ତଥା ସମସ୍ତଙ୍କ ସମ୍ପର୍କରେ ଜାଣିବା ପାଇଁ ଲେଖା ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ପରିଚୟ ପତ୍ରକୁ ୨୦୦ ମାଓ ଫାଇଟର୍ କମାଣ୍ଡୋଙ୍କୁ ଦିଆଯାଇଛି । ଏହାକୁ ପାଖରେ ରଖିବା ପାଇଁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ଏଥିସହ ସେଣ୍ଟ୍ରାଲ୍ କମିଟି ମେମ୍ବରଙ୍କ ପାଇଁ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ଓ ଫାଇଟର୍ କମାଣ୍ଡୋଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଥିବା ଜଣାପଡ଼ିଛି ।

ମାଲକାନଗିରି ରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

Intro:ପୁଣି ଥରେ ସାମ୍ନାନାକୁ ଆସିଲା ମାଓବାଦୀଙ୍କ ନୂଆ ରଣନୀତି । ପୋଲିସ ଆକ୍ରମଣରୁ ବର୍ତ୍ତିବା ପାଇଁ ମାଓବାଦୀ ବ୍ୟବହାର କରୁଛନ୍ତି ପରିଚୟ ପତ୍ର ।

Body:ମାଲକାନଗିରି ସୀମାନ୍ତ ଛତିଶଗଡ଼ ରେ ମାଓ ସାମ୍ରାଜ୍ୟ ଧ୍ୱଂସ କରିବା ପାଇଁ ପୋଲିସ ଅନେକ ନୂଆ ପନ୍ଥା ଅବଲମ୍ବନ କରୁଥିବା ବେଳେ ଏବେ ମାଓବାଦୀ ମାନେ ମଧ୍ୟ ପୋଲିସ ଆକ୍ରମଣରୁ ବର୍ତ୍ତିବା ଲାଗି ଏକ ନୂତନ ପନ୍ଥା ଗ୍ରହଣ କରିଛନ୍ତି । ବିଶେଷ କରି ଛଦ୍ମବେଶରେ ମାଓ କ୍ୟାମ୍ପରେ ପଶି ପୁଲିସ୍‌ ଆକ୍ରମଣ କରୁଥିବାର ଅନେକ ଥର ଅଭିଯୋଗ ବାଢ଼ି ଥିବା ମାଓ ସଙ୍ଘଠନ ଏଥିରୁ ବର୍ତ୍ତିବା ପାଇଁ ଏକ ନୂତନ ରଣନୀତି ଆପଣାଇଛନ୍ତି। ମାଓବାଦୀମାନେ ଏବେ ଆଇଡି କାର୍ଡ ବା ପରିଚୟ ପତ୍ର ବ୍ୟବହାର କରୁଥିବା ସୂଚନା ମିଳିଛି।
ଏହି ପରିଚୟ ପତ୍ରର ଗୋଟିଏ ପଟେ ନାଲି ରଙ୍ଗର ପତାକାର ଚିତ୍ର ରହିଥିବା ବେଳେ ଅନ୍ୟ ପଟେ ହିନ୍ଦୀରେ ନିଜର ତଥା ସମସ୍ତଙ୍କ ସମ୍ପର୍କରେ ଜାଣିବା ପାଇଁ ଲେଖା ହୋଇଛି। ମିଳିଥିବା ସୂଚନା ଅନୁସାରେ ଏହି ପରିଚୟ ପତ୍ରକୁ ୨୦୦ ମାଓ ଫାଇଟର୍ କମାଣ୍ଡୋଙ୍କୁ ଦିଆଯାଇଛି। ଏହାକୁ ପାଖରେ ରଖିବା ପାଇଁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏଥିସହ ସେଣ୍ଟ୍ରାଲ୍ କମିଟି ମେମ୍ବରଙ୍କ ପାଇଁ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ଓ ଫାଇଟର୍ କମାଣ୍ଡୋଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଥିବା ଜଣା ପଡ଼ିଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡ଼ି ଇଟିଭି ଭାରତ..............
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.