ମାଲକାନଗିରି: ନକ୍ସଲ ଖଞ୍ଜିଥିବା ପ୍ରେସର ବୋମାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମାଲକାନଗିରି ସୀମା ଦନ୍ତେୱାଡାରେ ନକ୍ସଲ ଖଞ୍ଜିଥିବା ପ୍ରେସର ବୋମାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
![ନକ୍ସଲ ଖଞ୍ଜିଥିବା ପ୍ରେସର ବୋମାରେ ବ୍ୟକ୍ତିଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/od-mkg-99-ied-blast-avo-od10013_17042021182430_1704f_1618664070_335.jpg)
ନକ୍ସଲମାନେ ଏହି ପ୍ରେସର ବୋମା ସୁରକ୍ଷା ବାହିନୀଙ୍କ ପାଇଁ ଖଞ୍ଜିଥିଲେ । ତେଲାମ ଗ୍ରାମରେ ଏହି ଘଟଣାଟି ଘଟିଥିବା ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ