ETV Bharat / state

ମାଲକାନଗିରିରୁ 82କେଜି ଗଞ୍ଜେଇ ଜବତ, 6 ଗିରଫ - malkangiri ganja news

ମାଲକାନଗିରିରେ ଦିଲଖୁସ ନାମକ ଘରୋଇ ବସରୁ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ 82 କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ତିନି ମହିଳାଙ୍କ ସହ 3 ଜଣ ପୁରୁଷଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

malkangiri-ganja-seize-by-district-excise-deparment-6-arrested
ଫଟୋ ସୌଜନ୍ୟ : ସମ୍ବାଦଦାତା, ମାଲକାନଗିରି
author img

By

Published : Nov 29, 2019, 4:55 PM IST

ମାଲକାନଗିରି: ପୁଣି ଅବକାରୀ ବିଭାଗକୁ ମିଳିଲା ଏକ ସଫଳତା । ରାଜ୍ୟ ବାହାରକୁ ଚୋରା ଚାଲାଣ କରିବା ସମୟରେ ଦିଲଖୁସ ନାମକ ଘରୋଇ ବସରୁ ୬ ଜଣକୁ ଗିରଫ କରିଛି ଜିଲ୍ଲା ଅବକାରୀ ବିଭାଗ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି ଜିଲ୍ଲା ପଦ୍ମଗିରି ଅଞ୍ଚଳରୁ ଗଞ୍ଜେଇ କିଣି ନେଇ ପଶ୍ଚିମବଙ୍ଗକୁ ଚୋରାଚାଲାଣ କରାଯାଉଥିଲା । ଜିଲ୍ଲାର ଚମ୍ପାଖାରି ଗ୍ରାମ ନିକଟରେ ଅବକାରୀ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ଗୁଇନ୍ଦା ସୂଚନା ପାଇ ଦିଲଖୁସ ନାମକ ଘରୋଇ ବସରୁ ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ୩ ଜଣ ମହିଳା ରହିଛନ୍ତି । ସମସ୍ତେ ନିଜ ନିଜ ବ୍ୟାଗରେ ଗଞ୍ଜେଇ ରଖି ଚାଲାଣ କରୁଥିଲେ । ସେମାନଙ୍କୁ ନିକଟରୁ ୮୨ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗର ଇନ୍ସପେକ୍ଟର କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୁଣି ମାଲକାନଗିରି ଜିଲ୍ଲା ଅବକାରି ବିଭାଗକୁ ମିଳିଲା ଏକ ବଡ ସଫଳତା । ମାଲକାନଗିରି ଜିଲ୍ଲା ପଦ୍ମଗିରି ଅଞ୍ଚଳରୁ ଗଞ୍ଜେଇ କିଣି ସୁଦୂର ପଶ୍ଚିମବଙ୍ଗ ରାଜ୍ୟକୁ ଚୋରା ଚାଲାଣ କରିବା ସମୟରେ ଦିଲଖୁସ ନାମକ ବସରୁ ୬ ଜଣକୁ ଗିରଫ କରିଛି ଜିଲ୍ଲା ଅବକାରି ବିଭାଗ । Body:ବିଶେଷ କରି ମାଲକାନଗିରି ଜିଲ୍ଲା ଚମ୍ପାଖାରି ଗ୍ରାମ ନିକଟରେ ଅବକାରି ବିଭାଗର କର୍ମଚାରୀ ମାନେ ପେଟ୍ରଲିଙ୍ଗ କରୁଥିବା ସମୟରେ ଗୁଇନ୍ଦା ସୂଚନା ପାଇ ଦିଲଖୁସ ବସରୁ ୬ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୩ଜଣ ପୁରୁଷ ରହିଥିବା ବେଳେ ୩ ଜଣ ମହିଳା ରହିଛନ୍ତି । ଏମାନଙ୍କ ନିକଟରୁ ୮୨ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଅବକାରି ବିଭାଗ ର ଇନ୍ସପେକ୍ଟର କହିଛନ୍ତି ।

ବାଇଟ – ମନ ମୋହନ ଧାଙ୍ଗଡା ମାଝୀ, ଅବକାରି ଇନ୍ସପେକ୍ଟର
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.