ETV Bharat / state

ମାଲକାନଗିରିରେ ଲଗାଣ ବର୍ଷା: ପୋଲ ଉପରେ 3 ଫୁଟର ପାଣି, କାଲିମେଳା-ମୋଟୁକୁ ଯାତାୟାତ ବନ୍ଦ

author img

By

Published : Jul 28, 2019, 2:29 PM IST

ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଫଳରେ ମାଲକାନଗିରି ଠାରୁ କାଲିମେଳା ଓ ମୋଟୁ ଅଞ୍ଚଳକୁ ଯାତାୟାତ ବନ୍ଦ ରହିଛି । ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏହାକୁ ଦେଖି ଜିଲ୍ଲା ପ୍ରଶାସନ ତତ୍ପର ହେବାସହ ଜିଲ୍ଲାର ସମସ୍ତ ୭ଟି ବ୍ଲକର ବିଡିଓଙ୍କୁ ଆଲର୍ଟ ରହିବା ଲାଗି ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ନଦୀରେ ଜଳ ପତନ ବୃଦ୍ଧି ପାଇବାରେ ଲାଗିଛି । ମାଲକାନଗିରି ଓ କାଲିମେଳାକୁ ସଂଯୋଗ କରୁଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ୨ ରୁ ୩ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଠାରୁ କାଲିମେଳା ଓ ମୋଟୁ ଅଞ୍ଚଳକୁ ଯାତାୟାତ ବନ୍ଦ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ନଦୀର ଦୁଇ ପାର୍ଶ୍ବରେ ଅନେକ ଯାନବାହାନ ଅଟକି ରହିଛି । ସାବେରୀ ଓ ସିଲେରୁ ନଦୀରେ ଜଳପତନ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲାରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏହାକୁ ଦେଖି ଜିଲ୍ଲା ପ୍ରଶାସନ ତତ୍ପର ହେବା ସହ ଜିଲ୍ଲାର ସମସ୍ତ ୭ଟି ବ୍ଲକର ବିଡିଓଙ୍କୁ ଆଲର୍ଟ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବନ୍ୟାର ମୁକାବିଲା କରିବା ଲାଗି ପ୍ରଶାସନ ପ୍ରସ୍ତୁତ ରହିଥିବା ମାଲକାନଗିରି ଜିଲ୍ଲା ପ୍ରଶାସନ କହିଛି ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

Intro:ଲଗାଣ ବର୍ଷା ଯୋଗୁଁ ମାଲକାନଗରି ଜିଲ୍ଲାର ବିଭିନ୍ନ ନଦୀରେ ଜଳ ପତନ ବୃଦ୍ଧି ପାଇବାରେ ଲାଗିଛି ।Body:ମାଲକାନଗିରି ଓ କାଲିମେଳାକୁ ସଂଯୋଗ କରୁଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ୨ ରୁ ୩ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି ଫଳରେ ମାଲକାନଗିରି ଠାରୁ କାଲିମେଳା ଓ ମୋଟୁ ଅଞ୍ଚଳକୁ ଯାତାୟାତ ବନ୍ଦ ରହିଛି । ନଦୀର ଦୁଇ ପାର୍ଶ୍ବରେ ଅନେକ ଯାନ ବାହାନ ଅଟକି ରହିଛି । ସାବେରୀ ଓ ସିଲେରୁ ନଦୀରେ ଜଳପତନ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲାରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖା ଦେଇଛି । ଏହାକୁ ଦେଖି ଜିଲ୍ଲା ପ୍ରଶାସନ ତତ୍ପର ହେବା ସହ ଜିଲ୍ଲାର ସମସ୍ତ ୭ଟି ବ୍ଲକର ବିଡିଓଙ୍କୁ ଆଲର୍ଟ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବନ୍ୟାର ମୁକାବିଲା କରିବା ଲାଗି ପ୍ରଶାସନ ପ୍ରସ୍ତୁତ ରହିଥିବା ମାଲକାନଗିରି ଜିଲ୍ଲା ପ୍ରଶାସନ କହିଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡ଼ି ଇଟିଭି ଭାରତ..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.