ETV Bharat / state

ମାଲକାନାଗିରି ମୋଟୁ ଗସ୍ତରେ କଂଗ୍ରେସ ପୂର୍ବତନ ସାଂସଦ ପ୍ରଦୀପ ମାଝୀ - ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ମାଲକାନାଗିରି ଜିଲ୍ଲାର ମୋଟୁ ଅଞ୍ଚଳ ଗସ୍ତରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।

ମାଲକାନାଗିରି ମୋଟୁ ଗସ୍ତରେ କଂଗ୍ରେସ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

author img

By

Published : Sep 6, 2020, 10:10 PM IST

ମାଲକାନାଗିରି: ଜିଲ୍ଲାର ମୋଟୁ ଅଞ୍ଚଳ ଗସ୍ତରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ପୂର୍ବତନ କଂଗ୍ରେସ ବିଧାୟକ ଓ କାଲିମେଳା ବ୍ଲକ ଚେୟାରମ୍ୟାନ ମାଲା ମାଢ଼ି ଅଞ୍ଚଳର ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ମାଲକାନାଗିରି ମୋଟୁ ଗସ୍ତରେ କଂଗ୍ରେସ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ସୀମାନ୍ତ ଅଞ୍ଚଳରେ ଥିବା ସମସ୍ତ ତଳୁଆ ଅଞ୍ଚଳ ଲୋକଙ୍କ ସହ ଆଲୋଚନା କରିବା ସହ ମୋଟୁ ତହସିଲଦାର ଶଶାଙ୍କ କୁମାର ମିଶ୍ରଙ୍କ ସହ କ୍ଷୟକ୍ଷତିର ସ୍ଥିତି ଉପରେ ଆଳୋଚନା କରିଥିଲେ । ପରେ ଆଲମା, ବିନାୟକପୁର ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଗୋଦାବରୀରେ ଜଳ ସ୍ତର ବୃଦ୍ଧି ପାଇବା ଯୋଗୁଁ ଏହି ଅବସ୍ତା ହୋଇଥିବାରୁ ସେ ସମସ୍ତ ଚାଷ ଜମିର କ୍ଷୟକ୍ଷତି ଆକଳନ କରିବା ସହ କ୍ଷୟକ୍ଷତି ବାବଦରେ ଜିଲ୍ଲପାଳକୁ ଅବଗତ କରିବା ସହ ବନ୍ୟା ଅଞ୍ଚଳର ଲୋକଙ୍କ ସମସ୍ୟା ଓ ସମସ୍ତ ନିମ୍ନ୍ ଧରଣର ପୋଲକୁ ଉଚ୍ଚ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହା ସହିତ ଜିଲ୍ଲାବାସୀ ଆଗାମୀ ଦିନରେ ଏହି ଭଳି ବନ୍ୟା ପରିସ୍ଥିତି ସୃଷ୍ଟି ନ ହେଉ ସେଥିପାଇଁ ସେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଏନେଇ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ପୂର୍ବତନ ସାସଂଦ ପ୍ରଦୀପ ମାଝି l

ମାଲକାନାଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.