ETV Bharat / state

ମାଲକାନଗିରିରେ ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ - ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ

ବିଭିନ୍ନ କେନ୍ଦ୍ରୀୟ ଯୋଜନା ସଫଳ ରୂପାୟନ ସମ୍ପର୍କରେ ଆଲୋଚନା ନେଇ ମାଲକାନଗିରି ଡିଆରଡିଏ ସଭାଗୃହରେ ଜିଲ୍ଲା ଉନ୍ନୟନ ସମୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ
ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ
author img

By

Published : Dec 31, 2020, 10:21 AM IST

ମାଲକାନଗିରି: ଜିଲ୍ଲାର ଡିଆରଡିଏ ସଭାଗୃହରେ ଜିଲ୍ଲା ଉନ୍ନୟନ ସମୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ-୧୯ ସମୟରେ ମନରେଗା ଯୋଜନା, ଜାତୀୟ ଗ୍ରାମ୍ୟ ଜୀବିକା ମିଶନ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ଉଜ୍ଜଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ

ବିଶେଷ କରି ଜାତୀୟ ଯୋଜନା ଉପରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟତଃ ଟେଲିକମ, ଜୟପୁର-ମାଲକାନଗିରି ରେଳପଥ ପାଇଁ ଜମି ଅଧିଗ୍ରହଣ ଓ ଉନ୍ନତି ସହ ରାସ୍ତାଘାଟି ଉପରେ ଆଲୋଚନା ହୋଇଥିବା ଜିଲ୍ଲାପାଳ ଡ. ବିଜୟ ପ୍ରକାଶ କରିଛନ୍ତି।

ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଦିତ୍ୟ ମାଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଡିଏଫଓ ପ୍ରଦୀପ ଦେବଦାସ ମୀରା, ଡିଆରଡିଏ ପ୍ରକାର ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁଙ୍କ ସମେତ ଏହି ବୈଠକରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.