ETV Bharat / state

ମୃତ ବ୍ୟକ୍ତିଙ୍କ ନାମରେ ମଣ୍ଡିରେ ଧାନ ବିକ୍ରି, ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

ମାଲକାନଗିରି ଜିଲ୍ଲାରେ ଦେଖାଦେଇଛି ଚାଷୀ ଆନ୍ଦୋଳନ । ମୃତ ବ୍ୟକ୍ତିଙ୍କ ନାମରେ ମଣ୍ଡିରେ ଧାନ ବିକ୍ରି ଚାଲିଥିବା ବେଳେ ଦଲାଲ ଚଳାଇଛନନ୍ତି ଉତ୍ପାତ । ଅଧିକ ଖବର ପଢନ୍ତୁ...

author img

By

Published : Dec 27, 2019, 5:38 PM IST

collector office
ମୃତ ବ୍ୟକ୍ତିଙ୍କ ନାମରେ ମଣ୍ଡିରେ ଧାନ ବିକ୍ରି,ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

ମାଲକାନଗିରି: ଧାନର ଅଭାବି ବିକ୍ରିକୁ ନେଇ ମାଲକାନଗିରି ଜିଲ୍ଲାରେ ଦେଖା ଦେଇଛି ଚାଷୀ ଆନ୍ଦୋଳନ । ମୃତ ବ୍ୟକ୍ତିଙ୍କ ନାମରେ ମଣ୍ଡିରେ ଧାନ ବିକ୍ରି ହେଉଥିବା ବେଳେ ଅସଲ ଚାଷୀ କିନ୍ତୁ ମଣ୍ଡିରେ ପହଞ୍ଚିଲା ବେଳକୁ ତାଙ୍କର ଧାନ ଆଉ କିଣୁ ନାହାନ୍ତି ସରକାର । ଫଳରେ ଏବେ ମଣ୍ଡିରେ ପଡି ରହିଛି ପ୍ରକୃତ ଚାଷୀଙ୍କ ଶହ ଶହ କ୍ବିଣ୍ଟାଲ ଧାନ।

ମୃତ ବ୍ୟକ୍ତିଙ୍କ ନାମରେ ମଣ୍ଡିରେ ଧାନ ବିକ୍ରି,ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

ଏପଟେ ଦଲାଲ ମାନେ ଆଦିବାସିଙ୍କ ଜମି ପଟ୍ଟା ଜାଲିଆତି କରି ତାହାକୁ ଭାଗ ଚାଷୀ ଦର୍ଶାଇ ମଣ୍ଡିରେ ଧାନ ବିକ୍ରି କରୁଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଆନ୍ଦୋଳନ ଜୋର ଧରିଛି । ଏନେଇ ଶୁକ୍ରବାର ମାଲକାନଗିରି ଜିଲ୍ଲା ଆଦିବାସୀ ମହା ସଂଘ ପକ୍ଷରୁ ବିରାଟ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଛି। ସରକାର ଚାଷୀଙ୍କ ଧାନ ନକିଣିବା ପର୍ଯ୍ୟନ୍ତ ଆଦିବାସି ମାନେ ନିଜର ଅଧିକାର ପାଇଁ ଏହି ଲଢେଇ ଜାରି ରଖିବେ ବୋଲି କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଧାନର ଅଭାବି ବିକ୍ରିକୁ ନେଇ ମାଲକାନଗିରି ଜିଲ୍ଲାରେ ଦେଖା ଦେଇଛି ଚାଷି ଆନ୍ଦୋଳନ । Body:ମୃତ ବ୍ୟକ୍ତିଙ୍କ ନାମରେ ମଣ୍ଡିରେ ଧାନ ବିକ୍ରି ହେଉଥିବା ବେଳେ ଅସଲ ଚାଷି କିନ୍ତୁ ମଣ୍ଡିରେ ପହଞ୍ଚିଲା ବେଳକୁ ତାଙ୍କର ଧାନ ଆଉ କିଣୁ ନାହାନ୍ତି ସରକାର । ଫଳରେ ଏବେ ମଣ୍ଡିରେ ପଡି ରହିଛି ପ୍ରକୃତ ଚାଷିଙ୍କ ଶହ ଶହ କୁଇଣ୍ଟାଲ ଧାନ । ଦଲାଲ ମାନେ ଆଦିବାସିଙ୍କ ଜମି ପଟ୍ଟା ଜାଲିଆତି କରି ତାହାକୁ ଭାଗ ଚାଷି ଦର୍ଶାଇ ମଣ୍ଡିରେ ଧାନ ବିକ୍ରି କରୁଛନ୍ତି । ଯାହାକୁ ନେଇ ଚାଷିଙ୍କ ମଧ୍ୟରେ ଆନ୍ଦୋଳନ ଜୋର ଧରିଛି । ଯାହାକୁ ନେଇ ଆଜି ମାଲକାନଗିରି ଜିଲ୍ଲା ଆଦିବାସି ମହା ସଂଘ ପକ୍ଷରୁ ବିରାଟ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ସରକାର ଚାଷିଙ୍କ ଧାନ ନକିଣିବା ପର୍ଯ୍ୟନ୍ତ ଆଦିବାସି ମାନେ ନିଜର ଅଧିକାର ପାଇଁ ଏହି ଲଢେଇ ଯାରି ରଖିବେ ବୋଲି କହିଛନ୍ତି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.