ETV Bharat / state

ମାଲକାନଗିରି ଗସ୍ତରେ କେନ୍ଦ୍ରୀୟ ଟିମ୍‌, ପରଖିଲା ସ୍ବାସ୍ଥ୍ୟସେବା - Central team visit Malkangiri

ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ସ୍ବାସ୍ଥ୍ୟ ସେବା ଅନୁଧ୍ୟାନ କରିବା ଲାଗି ବୁଧବାର ମାଲକାନଗିରି ଗସ୍ତ କରିଛନ୍ତି ତିନି ଜଣିଆ କେନ୍ଦ୍ରୀୟ ଟିମ୍‌ । ଅଧିକ ପଢନ୍ତୁ....

ମାଲକାନଗିରି ଗସ୍ତରେ କେନ୍ଦ୍ରିୟ ଟିମ୍‌, ପରଖିଲା ସ୍ବାସ୍ଥ୍ୟ ସେବା
ମାଲକାନଗିରି ଗସ୍ତରେ କେନ୍ଦ୍ରିୟ ଟିମ୍‌, ପରଖିଲା ସ୍ବାସ୍ଥ୍ୟ ସେବା
author img

By

Published : Jan 22, 2020, 7:08 PM IST

ମାଲକାନଗିରି: ଜିଲ୍ଲାରେ ଥିବା ସାତ ମହଲା ବିଶିଷ୍ଟ ଜିଲ୍ଲା ସଦର ଚିକିତ୍ସାଳୟର ସ୍ବାସ୍ଥ୍ୟ ସେବା ଅନୁଧ୍ୟାନ କରିବା ଲାଗି ବୁଧବାର ମାଲକାନଗିରି ଗସ୍ତ କରିଛନ୍ତି ତିନି ଜଣିଆ କେନ୍ଦ୍ରୀୟ ଟିମ ।

ମାଲକାନଗିରି ଗସ୍ତରେ କେନ୍ଦ୍ରିୟ ଟିମ୍‌, ପରଖିଲା ସ୍ବାସ୍ଥ୍ୟ ସେବା

କେନ୍ଦ୍ରୀୟ ଟିମ୍‌ ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି ଥିବା ରୋଗୀଙ୍କ ସହ କଥା ହୋଇ ସେଠାକାର ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ଲୋକଙ୍କୁ ଦିଆଯାଉଥିବା ଔଷଧର ମାନ ମଧ୍ୟ ପରୀକ୍ଷା କରିବା ସହ ଲେବୋରେଟାରି, ଓଟି ଓ ଅପରେସନ ରୁମ୍ ସହ ସମଗ୍ର ମେଡିକାଲ ପରିଦର୍ଶନ କରିଥିଲେ ଏହି ତିନି ଜଣିଆ ଟିମ୍।

ଦେଶର ଅନେକ ମେଡିକାଲ ବୁଲିବା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ଏହି ଟିମ୍‌। ଗରିବ ଲୋକଙ୍କୁ ଠିକ୍ ଭାବେ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଯେଉଁ ମେଡିକାଲ ପ୍ରଥମ ହେବ ତାହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯିବ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ଥିବା ସାତ ମହଲା ବିଶିଷ୍ଟ ଜିଲ୍ଲା ସଦର ଚିକିତ୍ସାଳର ସ୍ବାସ୍ଥ୍ୟ ସେବା ଅନୁଧ୍ୟାନ କରିବା ଲାଗି ଆଜି ମାଲକାନଗିରି ଗସ୍ତ କରିଛନ୍ତି ଏକ କେନ୍ଦ୍ରିୟ ଟିମ । Body:କେନ୍ଦ୍ରୀୟ ଟିମ ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତୀ ଥିବା ରୋଗିଙ୍କ ସହ କଥା ହୋଇ ସେଠାକାର ସ୍ବାସ୍ଥ୍ୟ ସେବା ସଂପର୍କରେ ପଚାରି ବୁଝିଥିଲେ । ଏହା ସହ ଲୋକଙ୍କୁ ଦିଆଯାଉଥିବା ଔଷଧର ମାନ ମଧ୍ୟ ପରିକ୍ଷା କରିବା ସହ ଲେବୋରେଟାରି, ଓଟି ଓ ଅପରେସନ ରୁମ ସହ ସମଗ୍ର ମେଡିକାଲ ପରିଦର୍ଶନ କରିଥିଲେ ଏହି ତିନି ଜଣିଆ ଟିମ । ଦେଶର ଅନେକ ମେଡିକାଲ ବୁଲିବା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ଏହି ଟିମ । ଗରିବ ଲୋକଙ୍କୁ ଠିକ ଭାବେ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଯେଉଁ ମେଡିକାଲ ପ୍ରଥମ ହେବ ତେହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରଷ୍କୃତ କରାଯିବ ।
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.