ETV Bharat / state

ବଣ୍ଡା ଘାଟିରେ ବିଏସଏଫ କ୍ୟାମ୍ପ, ଉତ୍ସାହିତ ସ୍ଥାନୀୟ ଲୋକେ

author img

By

Published : Jan 16, 2021, 3:49 PM IST

ବଣ୍ଡା ଘାଟିରେ ବିଏସଏଫ କ୍ୟାମ୍ପ । ଉତ୍ସାହିତ ସ୍ଥାନୀୟ ଲୋକେ । ସୀମା ସୁରକ୍ଷା ବାହିନୀର ପ୍ରାୟ 100ଜଣ ଯବାନ ଓ କମ୍ପାନୀ କମାଣ୍ଡଡେଣ୍ଟ ସମେତ ଏକ ୟୁନିଟ ଏଠାରେ କାର୍ଯ୍ୟ କରିବେ। ଅଧିକ ପଢନ୍ତୁ...

bsf camp established in bondaghati malkangiri
ବଣ୍ଡା ଘାଟିରେ ବିଏସଏଫ କ୍ୟାମ୍ପ, ଉତ୍ସାହିତ ସ୍ଥାନୀୟ ଲୋକେ

ମାଲକାନଗିରି : ଜିଲ୍ଲା ଖଇରପୁଟ ବ୍ଲକ ଅଣ୍ଡରାହାଲରେ ପ୍ରଥମ ଥର ପାଇଁ ବିଏସଏଫ କ୍ୟାମ୍ପ ନିର୍ମାଣ କରାଯାଇଛି। ଏହି ବଣ୍ଡା ଘାଟିରେ ବିଏସଏଫର ୧୫ନମ୍ବର ବାଟାଲିୟନ ପକ୍ଷରୁ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ପୂର୍ବରୁ ସ୍ବାଭିମାନ ଅଞ୍ଚଳ ଓ ବଣ୍ଡା ଘାଟିରେ ବିଭିନ୍ନ ଉପାୟରେ ନିଜର ସ୍ଥିତି ଜାହିର କରୁଥିଲେ ମାଓବାଦୀ।

ହେଲେ ପ୍ରଥମେ ସ୍ବାଭିମାନ ଅଞ୍ଚଳ ଓ ଏବେ ବଣ୍ଡା ଘାଟିରେ ଗୋଟିଏ ଗୋଟିଏ କ୍ୟାମ୍ପ ନିର୍ମାଣ କରି ଲୋକଙ୍କ ନିକଟତର ହେଉଛନ୍ତି ପୋଲିସ ଓ ବିଏସଏଫ। ବଣ୍ଡା ଘାଟିରେ ପ୍ରଥମ ଥର ପାଇଁ ବିଏସଏଫ କ୍ୟାମ୍ପ ନିର୍ମାଣ ହୋଇଥିବାରୁ ବେଶ ଉତ୍ସାହିତ ହୋଇଛନ୍ତି ଏଠିକାର ବାସିନ୍ଦା। ସୀମା ସୁରକ୍ଷା ବାହିନୀର ପ୍ରାୟ 100ଜଣ ଯବାନ ଓ କମ୍ପାନୀ କମାଣ୍ଡଡେଣ୍ଟ ସମେତ ଏକ ୟୁନିଟ ଏଠାରେ କାର୍ଯ୍ୟ କରିବେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.