ETV Bharat / state

ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାଁରେ ଜାଲ ଜାତିଗତ ପ୍ରମାଣପତ୍ର ଅଭିଯୋଗ - fake

ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇଥିବାର ଅଭିଯୋଗ ଆସିଲା ବିଜେପି ବିଧାୟକ ପ୍ରାର୍ଥୀ ପଦୁ ମାଝୀଙ୍କ ନାମରେ। ଏପରି ଅଭିଯୋଗ ଆଣିଲେ ପୂର୍ବତନ ଉପବାଚସ୍ପତି... ପ୍ରହଲ୍ଲାଦ ଦୋରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା ମାଲକାନଗିରି
author img

By

Published : Mar 24, 2019, 2:47 PM IST

Updated : Mar 24, 2019, 4:31 PM IST

ମାଲକାନଗିରି: ଚିତ୍ରପୋଣ୍ଡା ବିଜେପି ବିଧାୟକ ପ୍ରାର୍ଥୀ ପଦୁ ମାଝୀଙ୍କ ନାମରେ ଅଭିଯୋଗ। ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇଥିବା ଅଭିଯୋଗ ଆଣିଲେ ପୂର୍ବତନ ଉପବାଚସ୍ପତି ତଥା ବିଜେପି ନେତା ପ୍ରହଲ୍ଲାଦ ଦୋରା।

ଜାତିଗତ ପ୍ରମାଣ ପତ୍ର ରଦ୍ଧ ପାଇଁ ମାଲକାନଗିରି ଜିଲ୍ଲାପାଳ ଓ ରାଜ୍ୟ ନିର୍ବାଚନ କମିଶନରଙ୍କ ପାଖରେ କରିଛନ୍ତି ଦାବି।

ସୂଚନା ଅନୁସାରେ, ପଦୁ ବିଛିନ୍ନାଅଞ୍ଚଳ ପଣସପୁର ପଞ୍ଚାୟତରେ ସେଲ୍ସ ମ୍ୟାନ ଭାବେ କାର୍ଯ୍ୟରତ।ଏହାସହ ଦୀର୍ଘ ବର୍ଷ ହେବ ସେ ଗଞ୍ଜେଇ କାରବାରରେ ଲିପ୍ତ ଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:Conclusion:
Last Updated : Mar 24, 2019, 4:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.