ETV Bharat / state

ମାଲକାନଗିରିରେ ଭାରତ ବନ୍ଦ ପ୍ରଭାବ, ଲୋକେ ହନ୍ତସନ୍ତ - all india strike in malkangir

ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନିଯୁକ୍ତି ସମେତ ୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ ହେଉଥିବା ବେଳେ ଏହାର ପ୍ରଭାବ ମାଲକାନଗିରିରେ ଜିଲ୍ଲାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ ।

all india strike in malkangir
ମାଲକାନଗିରିରେ ଭାରତ ବନ୍ଦର ପ୍ରଭାବ
author img

By

Published : Jan 8, 2020, 4:04 PM IST

ମାଲକାନଗିରି: କେନ୍ଦ୍ର ଟ୍ରେଡ ୟୁନିଅନ ପକ୍ଷରୁ ବୁଧବାର ଭାରତ ବନ୍ଦ । ଆଇଏନଟିୟୁସି, ଏଆଇଟିୟୁସି, ସ୍ବାଧୀନ ଫେଡେରେସନଙ୍କ ପକ୍ଷରୁ ମିଳିତ ଭାରତ ବନ୍ଦ ଡାକରାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ରାସ୍ତାଘାଟ, ଗାଡି ମୋଟର ବନ୍ଦ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ମାଲକାନଗିରିରେ ଭାରତ ବନ୍ଦର ପ୍ରଭାବ

ମାଲକାନଗିରି ଜିଲ୍ଲାରେ ଏହି ବନ୍ଦ ଯୋଗୁଁ ଦୋକାନ ବଜାର, ଗାଡି ମୋଟର ଯାତାୟାତ, ସ୍କୁଲ କଲେଜ, ଅଫିସ ଆଦି ବନ୍ଦ ରହିଛି । ବିଭିନ୍ନ ସଂଗଠନର କର୍ମୀ ମାନେ ରାସ୍ତାରେ ପ୍ଲା କାର୍ଡ ଧରି ରାସ୍ତା ଅବରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଆଜି ଆଇ.ଏନ.ଟି.ୟୁ.ସି, ଏଆଇ.ଟି.ୟୁ.ସି , ସ୍ୱାଧୀନ ଫେଡେରେସନ ଙ୍କ ପକ୍ଷରୁ ମିଳିତ ଭାରତ ବନ୍ଦ ଡାକରା ର ପ୍ରଭାବ ମାଲକାନଗିରି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । Body:ମାଲକାନଗିରି ଜିଲ୍ଲାରେ ଏହି ବନ୍ଦ ଯୋଗୁଁ ଦୋକାନ ବଜାର , ଗାଡି ମଟର ଯାତାୟାତ, ସ୍କୁଲ କଲେଜ ବନ୍ଦ ରହିଛି । ବିଭିନ୍ନ ସଂଗଠନ ର କର୍ମୀ ମାନେ ରାସ୍ତାରେ ପ୍ଲା କାର୍ଡ ଧରି ରାସ୍ତା ଅବରୋଧ କରିଛନ୍ତି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.....
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.