ETV Bharat / state

Municipal Election: ପୌର ନିର୍ବାଚନ ମତଦାନ ପାଇଁ ପ୍ରସ୍ତୁତି ଶେଷ - ପୌର ନିର୍ବାଚନ ମତଦାନ

ପୌର ନିର୍ବାଚନ ମତଦାନକୁ ନେଇ ମାଲକାନଗିରି ଜିଲ୍ଲା ପୌର ପରିଷଦ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ ନେଇ ପ୍ରସ୍ତୁତି ଶେଷ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ

Municipal Election: ମାଲକାନଗିରିରେ ପୌର ନିର୍ବାଚନ ମତଦାନ ପ୍ରସ୍ତୁତି ଶେଷ

author img

By

Published : Mar 23, 2022, 10:02 PM IST

ମାଲକାନଗିରି: ପୌର ନିର୍ବାଚନ ମତଦାନକୁ ନେଇ ମାଲକାନଗିରି ଜିଲ୍ଲା ପୌର ପରିଷଦ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ ନେଇ ପ୍ରସ୍ତୁତି ଶେଷ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ମାଲକାନଗିରି ପୌର ପରିଷଦରେ ୧୯ଟି ୱାର୍ଡ ରହିଥିବା ବେଳେ ୨୫,୫୩୯ ଜଣ ଭୋଟର ରହିଛନ୍ତି ।

Municipal Election: ମାଲକାନଗିରିରେ ପୌର ନିର୍ବାଚନ ମତଦାନ ପ୍ରସ୍ତୁତି ଶେଷ

ସେହିପରି ୨୯ଟି ବୁଥରୁ ୩ଟି ପିଙ୍କ୍‌ ବୁଥ ଏବଂ ୫ଟି ମଡେଲ ବୁଥ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସବୁ ବୁଥରେ ବ୍ୟାପକ ପୋଲିସ ନିୟୋଜିତ ହୋଇଛନ୍ତି । ସେହିଭଳି ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ୧୨ଟି ୱାର୍ଡ ଥିବା ବେଳେ ୮,୪୯୭ ଜଣ ଭୋଟର ରହିଛନ୍ତି । ଏଥିସହ ୧୨ଟି ବୁଥ ମଧ୍ୟରୁ ଗୋଟିଏ ପିଙ୍କ୍‌ ଏବଂ ଗୋଟିଏ ମଡେଲ ବୁଥ ହୋଇଛି ।

ମାଲାକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.