ETV Bharat / state

ବାରହା ଆକ୍ରମଣରେ ଯୁବକ ଗୁରୁତର, 13 କିମି ଭାରରେ ବୁହାହେଲେ

ବାରହା ଆକ୍ରମଣରେ ଆହତ ଯୁବକ 13 କିମି ଭାରରେ ବୁହାହୋଇ ଡାକ୍ତରଖାନାରେ ପହଞ୍ଚିଲେ । ମଙ୍ଗଳବାର ମାଲକାନଗିରିରର ମାଥିଲି ଥାନା ଅନ୍ତର୍ଗତ ଦାଣ୍ଡିପଡା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି
author img

By

Published : May 7, 2019, 7:26 PM IST

Updated : May 7, 2019, 7:59 PM IST

ମାଲକାନଗିରି: ବାରହା ଆକ୍ରମଣରେ ଆହତ ଯୁବକ 13 କିମି ଭାରରେ ବୁହାହୋଇ ଡାକ୍ତରଖାନାରେ ପହଞ୍ଚିଲେ । ମଙ୍ଗଳବାର ମାଲକାନଗିରିରର ମାଥିଲି ଥାନା ଅନ୍ତର୍ଗତ ଦଣ୍ଡିପଦର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆହତ ଯୁବକ ଶିବ ଶଙ୍କର ଦୁରୁଆ ଗାଇ ଚରାଇବାକୁ ଜଙ୍ଗଲ ଗଲାବେଳେ ବାରହା ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ 13 କିମି ଭାରରେ ବୋହି ଡାକ୍ତରଖାନାକୁ ନିଆ ଯାଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ସୂଚନା ମୁତାବକ, ପ୍ରତିଦିନ ଭଳି ଶିବ ଆଜି ମଧ୍ୟ ଗାଇ ଚରାଇବାକୁ ଜଙ୍ଗଲ ଯାଇଥିଲେ । ଏତିକି ବେଳେ ଗୋଟିଏ ବାରହା ତାଙ୍କୁ ଆକ୍ରମଣ କରିଥିଲା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଗ୍ରାମବାସୀ 13 କିଲୋମିଟର ଭାରରେ ବୋହି ପ୍ରଥମେ ସାଲମୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ମଇଥିଲି ଡାକ୍ତରଖାନା ନେଇଥିଲେ । ଏବେ ସେ ଚିକିତ୍ସାଧୀନ ରହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

fddf

Conclusion:
Last Updated : May 7, 2019, 7:59 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.