ETV Bharat / state

ଆନ୍ଧ୍ରପ୍ରଦେଶକୁ ଚାଲାଣବେଳେ 8 ଶିଶୁ ଶ୍ରମିକ ଉଦ୍ଧାର - ମାଲକାନଗିରିରୁ ଆନ୍ଧ୍ରପ୍ରଦେଶକୁ ଶିଶୁ ଚାଲାମ

ଲଙ୍କା ତୋଳିବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଜଣେ ଦଲାଲ 8 ଶିଶୁ ଶ୍ରମିକଙ୍କୁ ମାଲକାନଗିରିରୁ ଆନ୍ଧ୍ରପ୍ରଦେଶକୁ ନେଇ ଯାଉଥିବାବେଳେ ଧରାପଡିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ 8 ଶିଶୁ ଶ୍ରମିକ ଉଦ୍ଧାର
ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ 8 ଶିଶୁ ଶ୍ରମିକ ଉଦ୍ଧାର
author img

By

Published : Feb 4, 2020, 1:04 PM IST

ମାଲକାନଗିରି: ଜିଲ୍ଲାରେ ପୁଣି ଉଦ୍ଧାର ହେଲେ 8 ଶିଶୁ ଶ୍ରମିକ । ଲଙ୍କା ତୋଳିବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଦଲାଲ ଏହି ସମସ୍ତ ଶିଶୁଙ୍କୁ ଆନ୍ଧ୍ରପ୍ରଦେଶକୁ ନେଇ ଯାଉଥିବାବେଳେ ମାଲକାନଗିରି ବସଷ୍ଟାଣ୍ଡ ନିକଟରୁ ଜିଲ୍ଲା ଚାଇଲଡ଼ ଲାଇନ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ 8 ଶିଶୁ ଶ୍ରମିକ ଉଦ୍ଧାର

ଚଢାଉରେ ସମସ୍ତ ପିଲାଙ୍କୁ ଉଦ୍ଧାର କରାଯାଇଥିବାବେଳେ ଉକ୍ତ ଦଲାଲକୁ ମଧ୍ୟ ଅଟକ ରଖି ପଚରା ଉଚରା ଜାରି ରଖିଛି ଚାଇଲଡ଼ ଲାଇନ । ତେବେ ସମସ୍ତ ଶିଶୁ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳର ବୋଲି ଜଣାପଡିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ପୁଣି ଉଦ୍ଧାର ହେଲେ 8 ଜଣ ଶିଶୁ ଶ୍ରମିକ ।Body:ଆନ୍ଧ୍ରପ୍ରଦେଶ କୁ ଲଙ୍କା ତୋଳିବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଦଲାଲ ଏହି ସମସ୍ତ ଶିଶୁଙ୍କୁ ନେଇ ଯାଉଥିବା ବେଳେ ମାଲକାନଗିରି ବସ ଷ୍ଟାଣ୍ଡ ନିକଟରୁ ଜିଲ୍ଲା ଚାଇଲଡ଼ ଲାଇନ ପକ୍ଷରୁ ଚଢ଼ାଉ କରି ସମସ୍ତ ପିଲାଙ୍କୁ ଉଦ୍ଧାର କରାଯାଇଛି। ପିଲାଙ୍କୁ ନେଇ ଯାଉଥିବା ଜଣେ ଦଲାଲକୁ ମଧ୍ୟ ଅଟକ ରଖି ତାଙ୍କୁ ପଚରା ଉଚରା ଜାରି ରଖିଛି ଚାଇଲଡ଼ ଲାଇନ । ସମସ୍ତ ଶିଶୁ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳର ବୋଲି ଜଣାପଡିଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.