ETV Bharat / state

ମାଲକାନଗିରିରେ ଭୁଶୁଡିଲା କାନ୍ଥ, 3 ଶିଶୁ ଗୁରୁତର

author img

By

Published : Aug 6, 2019, 12:58 PM IST

ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ପରେ ଅଭାବନୀୟ ଘଟଣା । କାନ୍ଥ ଭୁଶୁଡି 3 ଶିଶୁ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲାର ବାଲିସାଗର ସାହିରେ କାନ୍ଥ ଭୁଶୁଡି 3 ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଶୋଇଥିବା ଅବସ୍ଥାରେ ଘଟଣାଟି ଘଟିଥିବାବେଳେ ଗୁରୁତରଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ଅଟୋ ଚାଳକ ମନୋଜ ନାୟକଙ୍କ ଘରର କାନ୍ଥ ଭୁଶୁଡି ପଡିଥିଲା । ଫଳରେ 15 ବର୍ଷର ପୁଅ ଅନୁରୋଧ, 12 ବର୍ଷର ଝିଅ ଅନ୍ନପୂର୍ଣ୍ଣା ଓ 9 ବର୍ଷର ପୁଅ ଖିତିସ ଉପରେ କାନ୍ଥ ପଡିଯାଇଥିଲା । ପରେ ଚିତ୍କାର ଶୁଣି ପଡୋଶୀମାନେ ପହଞ୍ଚିବା ପରେ ଗୁରୁତର ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରିରେ ବନ୍ୟା ପରେ ଘରର କାନ୍ଥ ଓଦା ହୋଇ ଦୁର୍ବଳ ହୋଇପଡିଥିଲା । ତେଣୁ ଏଭଳି ଘଟଣା ଘଟିଥିବାବେଳେ ସରକାରୀ ସହାୟତାକୁ ଦାବି କରିଛନ୍ତି ପରିବାରଲୋକେ ।

ମାଲକାନଗିରିରୁ ଜୟନ୍ତ ତିଆଡି଼, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ବାଲିସାଗର ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଘରର କାନ୍ଥ ଭୁଷୁଡି ତିନି ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । Body:ସେମାନେ ହେଲେ ଅଟୋ ଚାଳକ ମନୋଜ ନାୟକଙ୍କ 15 ବର୍ଷର ପୁଅ ଅନୁରୋଧ, 12 ବର୍ଷର ଝିଅ ଅନ୍ନପୂର୍ଣା ଓ 9 ବର୍ଷର ପୁଅ ଖିତିସ । ଗତକାଲି ରାତିରେ ତିନି ଶିଶୁ ମାଆଙ୍କ ସହ ଘରେ ଶୋଇଥିବା ବେଳେ ରାତି ତିନି ଟାରେ ସେମାନଙ୍କ ଉପରେ କାନ୍ଥ ଭୁଷୁଡି ପଡିଥିଲା । ପରେ ଚିତ୍କାର ଶୁଣି ସାହି ଲୋକେ ସେଠାରେ ପହଞ୍ଚି ଗୁରୁତର ଶିଶୁ ମାନଙ୍କୁ ଉଦ୍ଧାର କରି ଡାକ୍ତର ଖାନା ପଠାଇଛନ୍ତି । ମାଲକାନଗିରି ଜିଲ୍ଲାରେ ବନ୍ୟା ପରେ ମନୋଜଙ୍କ ଘର ଅବସ୍ଥା ଏମିତି ହୋଇଥିବା ଜଣାପଡିଥିବା ବେଳେ ସରକାରୀ ସହାୟତାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ବାଇଟ- କଳ୍ପନା ନାୟକ, ଆହତ ଶିଶୁଙ୍କ ମାConclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.