ETV Bharat / state

ମୋଟୁରୁ 25 କେଜି ଗଞ୍ଜେଇ ଜବତ, 2 ଗିରଫ - ମୋଟୁ ଅଞ୍ଚଳ

ମୋଟୁ ଅଞ୍ଚଳରୁ 25 କେଜି 500 ଗ୍ରାମ ଗଞ୍ଜେଇ ଜବତ । ଘଟଣାରେ 2 ଜଣଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ଗିରଫ ଦୁଇ ଜଣ ହେଲେ ଏ.କ୍ରିଷ୍ଣା ଓ ଏଲ. ସିଦ୍ଧୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Aug 20, 2019, 8:22 PM IST

ମାଲକାନଗିରି : ମୋଟୁ ଅଞ୍ଚଳରେ 25 କେଜି 500 ଗ୍ରାମ ଗଞ୍ଜେଇ ଜବତ । ଘଟଣାରେ 2 ଜଣଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ଗିରଫ ଦୁଇ ଜଣ ହେଲେ ଏ.କ୍ରିଷ୍ଣା ଓ ଏଲ. ସିଦ୍ଧୁ । ଗିରଫ ପରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଓଡିଶା ମାନଚିତ୍ରର ଶେଷ ସୀମା ମୋଟୁ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ପାଇଁ ରାସ୍ତା ଖୋଲିବାରୁ ସକ୍ରିୟ ହୋଇଥିବା ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ମୋଟୁ ପୋଲିସ । ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁସୁଗୁଡା ପଞ୍ଚାୟତ ରାମଭୋରମ ଛକ ଠାରେ ମୋଟୁ ପୋଲିସ ଗାଡି ଯାଞ୍ଚ କରୁଥିଲା । ଏହି ସମୟରେ ଏକ ଆପାଚି ଗାଡିରୁ 25 କେଜି 500 ଗ୍ରାମ ଗଞ୍ଜେଇ ଜବତ କରିଥିଲା ପୋଲିସ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ମୋଟୁ ପୋଲିସକୁ ମିଳିଛି ଏକ ବଡ ସଫଳତା l Body:ଓଡିଶା ମାନଚିତ୍ରର ଶେଷ ସୀମା ମୋଟୁ ଅଞ୍ଚଳ ରୁ ଆନ୍ଧ୍ରପ୍ରଦେଶ କୁ ଯୋଗାଯୋଗ ନିମନ୍ତେ ରାସ୍ତା ଖୋଲିବାରୁ ସକ୍ରିୟ ହୋଇଥିବା ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ମୋଟୁ ପୋଲିସ ।ଗତକାଲି ରାତି 9:30 ସମୟରେ ପୁସୁଗୁଡା ପଞ୍ଚାୟତ ରାମଭୋରମ ଛକ ଠାରେ ମୋଟୁ ପୋଲିସ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଗୁଇନ୍ଦା ଖବର ପାଇ ଗାଡି ଯାଞ୍ଚ କରୁଥିବା ସମୟରେ 25kg500gram ଗଞ୍ଜେଇ ସହ ଦୁଇ ଜଣ ବ୍ୟକ୍ତି ଏବଂ ଏକ ଆପାଚି ଗାଡିକୁ ଜବତ କରିଛନ୍ତି l ଗିରଫ ବ୍ୟକ୍ତି ହେଲେ ଏ.କ୍ରିଷ୍ଣା ଓ ଏଲ. ସିଧୁ । Conclusion:ଗିରଫ ବ୍ୟକ୍ତି ଙ୍କୁ ଆଜି ମୋଟୁ ପୋଲିସ କୋର୍ଟ ଚାଲାଣ କରିଛି l

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.