ETV Bharat / state

ପାଇଖାନାରେ ଥିଲା 15 ଫୁଟିଆ ଅଜଗର, ବନବିଭାଗ ପକ୍ଷରୁ ଉଦ୍ଧାର - King Cobra rescued a toilet in malkangiri

ସୋମବାର ମାଲକାନଗିରିର ବାଲିମେଳାରୁ ଏକ 15 ଫୁଟ ଲମ୍ବର ଏକ ବିଶାଳକାୟ ଅହିରାଜ ସାପକୁ ଉଦ୍ଧାର କରିଛି ବନବିଭାଗ ।

ପାଇଖାନାରୁ 15ଫୁଟର ଅହିରାଜ ଉଦ୍ଧାର
author img

By

Published : Oct 7, 2019, 1:48 PM IST

Updated : Oct 7, 2019, 1:59 PM IST

ମାଲକାନଗିରି: ପାଇଖାନାରୁ ଉଦ୍ଧାର 15 ଫୁଟ ଲମ୍ବର ଅହିରାଜ । ସୋମବାର ବାଲିମେଳା ଏନଏସିର ନୀଳାଦ୍ରି ନଗରରେ ରହୁଥିବା ସୁଶାନ୍ତ ପାତ୍ରଙ୍କ ପାଇଖାନାରୁ ଏହି ସାପକୁ ଉଦ୍ଧାର କରିଥିଲା ବନବିଭାଗ।

ଆଜି ସକାଳୁ ସୁଶାନ୍ତଙ୍କ ପରିବାର ଲୋକେ ଶୌଚ ହେବା ପାଇଁ ପାଇଖାନାକୁ ଯିବା ସମୟରେ ଏଭଳି ବିଶାଳକାୟ ସାପକୁ ଦେଖିଥିଲେ । ଏହାକୁ ଦେଖିବା ପରେ ପାଟି କରି ଉଠିଥିଲେ ସୁଶାନ୍ତ । ପରେ ଏ ଘଟଣା ବାବଦରେ ତାଙ୍କର ପଡୋଶୀ ବନ ବିଭାଗକୁ ଜଣାଇଥିଲେ।

ପାଇଖାନାରୁ 15ଫୁଟର ଅହିରାଜ ଉଦ୍ଧାର

ଖବର ପାଇ ବାଲିମେଳା ଫରେଷ୍ଟର ଶିବୁ ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକଙ୍କ ସହାୟତାରେ ଏହି ବିଶାଳକାୟ ଅହିରାଜକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ । ଏହି ସାପକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପାଇଖାନାରୁ ଉଦ୍ଧାର ହେଲା 15ଫୁଟର ଅହିରାଜ ସାପ।Body:ମାଲକାନଗିରି ଜିଲ୍ଲା ବାଲିମେଳା ଅଞ୍ଚଳରୁ ଆଜି ବନବିଭାଗ 15ଫୁଟର ବିଶାଳ ଅହିରାଜ ସାପକୁ ଉଦ୍ଧାର କରିଛି । ବିଶେଷ କରି ଏହି ନାଗ ସାପଟି ବାଲିମେଳା ଏନ.ଏ.ସିର ନୀଳାଦ୍ରି ନଗର ରେ ରହୁଥିବା ସୁଶାନ୍ତ ପାତ୍ରଙ୍କ ପାଇଖାନା ଭିତରେ ରହିଥିଲା । ଆଜି ସକାଳୁ ସୁଶାନ୍ତଙ୍କ ପରିବାର ଲୋକେ ଶୌଚ ହେବା ପାଇଁ ପାଇଖାନା କୁ ଯିବା ସମୟରେ ଏହି ବିଶାଳ ଅହିରାଜ ସାପଟିକୁ ଦେଖି ପାଟି କରିଥିଲେ ପରେ ସୁଶାନ୍ତ ଓ ତାଙ୍କ ପଡୋଶୀ ସ୍ଥାନୀୟ ବନ ବିଭାଗକୁ ଖବର ଦେବା ପରେ ବାଲିମେଳା ବନବିଭାଗ ର ଫୋରେଷ୍ଟର ଶିବୁ ଲେଙ୍କା ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ 2ଜଣ ଯୁବକଙ୍କ ସହାୟତାରେ ଉଦ୍ଧାର କରି ନିକଟସ୍ତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । 15ଫୁଟର ଏହି ବିଶାଳ ଅହିରାଜ ସାପକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଶହ ଶହ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ......
Last Updated : Oct 7, 2019, 1:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.