ETV Bharat / state

ମାଲକାନଗିରି ଜିଲ୍ଲାରୁ ୧୦ ଶିଶୁ ଶ୍ରମିକ ଉଦ୍ଧାର - ମାଲକାନଗିରି ଜିଲ୍ଲାରୁ ୧୦ଜଣ ଶିଶୁ ଶ୍ରମିକ ଉଦ୍ଧାର

ଜିଲ୍ଲା ସଦର ମହକୁମା ସ୍ଥିତ ୨ଟି ସ୍ଥାନରେ ଚଢ଼ାଉ କରାଯାଇ ୧୦ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ, ପୋଲିସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଚାଇଲ୍ଡଲାଇନର ମିଳିତ ସହଯୋଗରେ ଏହି ଚଢାଉ କରାଯାଇଥିଲା । ଅଧିକ ପଢନ୍ତୁ...

ମାଲକାନଗିରି ଜିଲ୍ଲାରୁ ୧୦ଜଣ ଶିଶୁ ଶ୍ରମିକ ଉଦ୍ଧାର

author img

By

Published : Jun 26, 2020, 10:34 PM IST

ମାଲକାନଗିରି: ଜିଲ୍ଲା ସଦର ମହକୁମା ସ୍ଥିତ ୨ଟି ସ୍ଥାନରେ ଚଢ଼ାଉ କରାଯାଇ ୧୦ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ, ପୋଲିସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଚାଇଲ୍ଡଲାଇନର ମିଳିତ ସହଯୋଗରେ ଏହି ଚଢାଉ କରାଯାଇଥିଲା ।

ମାଲକାନଗିରି ଜିଲ୍ଲାରୁ ୧୦ଜଣ ଶିଶୁ ଶ୍ରମିକ ଉଦ୍ଧାର

୧୦ ଶିଶୁ ଶ୍ରମିକ ମଧ୍ୟରୁ ମୁଦୁଲିପଡାର ୩ ଜଣ, ତଣ୍ଡାପାଲ୍ଲୀର ୨ ଜଣ, ସତୀଗୁଡାର ୪ ଜଣ ଓ ଅନ୍ୟ ଜଣେ ଏମଭି-୧୦ ଗ୍ରାମର ହୋଇଥିବା ଜଣାପଡିଛି । ଏମାନେ ମାଲକାନଗିରି ଠାରେ ହେଉଥିବା ବିଭିନ୍ନ ସ୍ଥାନରେ ବେସରକାରୀ ଘର ତିଆରି କାର୍ଯ୍ୟ କରୁଥିଲେ । ସେମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିଙ୍କ ନିକଟରେ ଉପସ୍ଥାପିତ କରାଯିବା ପରେ ଶିଶୁଯତ୍ନ ଅନୁଷ୍ଠାନରେ ରଖାଯାଇଛି। ଯେଉଁମାନେ ଉକ୍ତ ଶିଶୁଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ନିୟୋଜିତ କରିଥିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.