ETV Bharat / state

'ରାଷ୍ଟ୍ର ଗଠନରେ ଯୁବଶକ୍ତିର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ'

ଦକ୍ଷିଣ ଓଡିଶା ଜାତୀୟ ଯୁବପ୍ରକଳ୍ପ ଓ ଜୟ କୋରାପୁଟ ଯୁବ ସଂଗଠନର ମିଳିତ ଆନୁକୂଲ୍ୟରେ କୋରାପୁଟରେ ଆୟୋଜିତ ହୋଇଯାଇଛି ଉତ୍କଳ ଯୁବ ମହୋତ୍ସବ ।

author img

By

Published : Apr 1, 2019, 6:17 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ଦକ୍ଷିଣ ଓଡିଶା ଜାତୀୟ ଯୁବପ୍ରକଳ୍ପ ଓ ଜୟ କୋରାପୁଟ ଯୁବ ସଂଗଠନର ମିଳିତ ଆନୁକୂଲ୍ୟରେ କୋରାପୁଟରେ ଆୟୋଜିତ ହୋଇଯାଇଛି ଉତ୍କଳ ଯୁବ ମହୋତ୍ସବ । ଏହି ଉତ୍ସବ ପାଳନ ଅବସରରେ ନିଶାଣୀମୁଣ୍ଡା ଠାରେ ଦୃଷ୍ଟି ବାଧିତ ପିଲାଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ କ୍ରିକେଟ ମ୍ୟାଚକୁ କୋରାପୁଟ ଆଦିବାସୀ ସଂଗ୍ରହାଳୟର ନିର୍ଦ୍ଦେଶକ ଗଦାଧର ପରିଡା ଉଦଘାଟନ କରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ପରବର୍ତ୍ତୀ ପର୍ଯ୍ୟାୟରେ ଆଦିବାସୀ ସଂଗ୍ରହାଳୟରେ କୋରାପୁଟ , ରାୟଗଡା , ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରୁ ଆସିଥିବା ୧୫୦ ଯୁବକ ଯୁବତୀଙ୍କ ମଧ୍ୟରେ କୋରାପୁଟ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସହ ରାଷ୍ଟ୍ର ଗଠନରେ ଯୁବଶକ୍ତିର ଭୂମିକା ଉପରେ ଦଳଗତ ଆଲୋଚନା ଅନୁଷ୍ଠିତ ହୋଇଥିଲା।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

'ରାଷ୍ଟ୍ର ଗଠନରେ ଯୁବଶକ୍ତିର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ' 

କୋରାପୁଟ: ଦକ୍ଷିଣ ଓଡିଶା ଜାତୀୟ ଯୁବପ୍ରକଳ୍ପ ଓ ଜୟ କୋରାପୁଟ ଯୁବ ସଂଗଠନର ମିଳିତ ଆନୁକୂଲ୍ୟରେ କୋରାପୁଟରେ ଆଜି ଆୟୋଜିତ ହୋଇଯାଇଛି ଉତ୍କଳ ଯୁବ ମହୋତ୍ସବ । ଏହି ଉତ୍ସବ ପାଳନ ଅବସରରେ ନିଶାଣୀମୁଣ୍ଡା ଠାରେ ଦୃଷ୍ଟି ବାଧିତ ପିଲାଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ କ୍ରିକେଟ ମ୍ୟାଚକୁ କୋରାପୁଟ ଆଦିବାସୀ ସଂଗ୍ରହାଳୟର ନିର୍ଦ୍ଦେଶକ ଗଦାଧର ପରିଡା ଉଦଘାଟନ କରିଥିଲେ। 

ପରବର୍ତ୍ତୀ ପର୍ଯ୍ୟାୟରେ ଆଦିବାସୀ ସଂଗ୍ରହାଳୟରେ କୋରାପୁଟ , ରାୟଗଡା , ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରୁ ଆସିଥିବା ୧୫୦ ଯୁବକ ଯୁବତୀଙ୍କ ମଧ୍ୟରେ କୋରାପୁଟ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସହ ରାଷ୍ଟ୍ର ଗଠନରେ ଯୁବଶକ୍ତିର ଭୂମିକା ଉପରେ ଦଳଗତ ଆଲୋଚନା ଅନୁଷ୍ଠିତ ହୋଇଥିଲା।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.