ETV Bharat / state

ମଦ ବ୍ୟବସାୟ ବନ୍ଦ ଦାବିରେ ମହିଳାଙ୍କ ଆନ୍ଦୋଳନ - କୋଟପାଡ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

କୋଟପାଡ ବ୍ଲକ ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ଗାଁରେ ମଦ ବ୍ୟବସାୟରେ ଅତିଷ୍ଠ ହୋଇ ମହିଳାମାନେ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।

କୋଟପାଡରେ ତେଜୁଛି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ
author img

By

Published : Nov 18, 2019, 11:49 PM IST

କୋରାପୁଟ: କୋଟପାଡ ବ୍ଲକ ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ଗାଁରେ ମଦ ବ୍ୟବସାୟରେ ଅତିଷ୍ଠ ହୋଇ ମହିଳାମାନେ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଗାଁରେ ମଦର ବହୁଳ ପରିମାଣରେ ବିକ୍ରୟ ହେବା ଫଳରେ ପିଲାଙ୍କ ପାଠପଢା ସହ ମହିଳାଙ୍କ ସୁରକ୍ଷା ନେଇ ବିରାଟ ସମସ୍ୟା ଦେଖାଦେଇଛି ବୋଲି ସେମାନେ ଚିନ୍ତା ପ୍ରକଟ କରିଛନ୍ତି ।

କୋଟପାଡରେ ତେଜୁଛି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛତ୍ରଛାୟା ତଳେ ଏହି ସବୁ ମଦ ଭାଟି ଚାଲୁଥିବା ଯୋଗୁଁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଘରେ ଘରେ ମଦ ପହଞ୍ଚି ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗାଁରେ ମଦ ବନ୍ଦ କରାନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଧମକ ଦେଇଛନ୍ତି ଆନ୍ଦୋଳନରତ ମହିଳାମାନେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋଟପାୱାଡ଼ ବ୍ଲକ ଅନ୍ତର୍ଗତ ମୂର୍ତାହାଣ୍ଡି ଗାଁରେ ମଦ ବ୍ୟବସାୟ ରେ ଅତିଷ୍ଠ ହୋଇ ମହିଳା ମାନେ ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଗାଁରେ ମଦ ର ବହୁଳ ପରିମାଣରେ ବିକ୍ରୟ ହେବା ଫଳରେ ପିଲାଙ୍କ ପାଠପଢ଼ା ସମେତ ମହିଳାଙ୍କ ସୁରକ୍ଷା ଏକ ବିରାଟ ସମସ୍ୟା ହୋଇ ଦେଖା ଦେଇଛି ବୋଲି ମହିଳା ମାନେ ଚିନ୍ତା ପ୍ରକଟ କରିଛନ୍ତି ।Body:ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛତ୍ରଛାୟା ତଳେ ଏହି ସବୁ ମଦ ଭାଟି ଚାଲୁଥିବା ଯୋଗୁଁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଘରେ ଘରେ ମଦ ପହଂଚିଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗାଁ ରେ ମଦ ବନ୍ଦ କରାନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଧମକ ଦେଇଛନ୍ତି ।Conclusion:ବାଇଟ : ମିରାବତୀ ପୂଜାରୀ , ଗ୍ରାମବାସୀ
..........
.........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.