ETV Bharat / state

ରାସାୟନିକ ପଦାର୍ଥ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହେଲେ କେମିତି କରିବେ ସୁରକ୍ଷା ? ଜାଣନ୍ତୁ - ଟ୍ରକ ଦୁର୍ଘଟଣାକୁ ନେଇ ମକ ଡ୍ରିଲ

ରାସାୟନିକ ପଦାର୍ଥ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହେଲେ କେମିତି କରିବେ ସୁରକ୍ଷା ସନେଇ କୋରାପୁଟର ଡୁମୁରିପୁଟରେ ମକଡ୍ରିଲ । ଅଧିକ ପଢନ୍ତୁ

ରାସାୟନିକ ପଦାର୍ଥ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହେଲେ  ସୁରକ୍ଷାକୁ ନେଇ ମକ ଡ୍ରିଲ

author img

By

Published : Dec 25, 2021, 12:34 PM IST

କୋରାପୁଟ: ରାସାୟନିକ ପଦାର୍ଥ ବୋଝେଇ ଗାଡି ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହେଲେ କିପରି ଗାଡି ଗୁଡିକୁ ପୁଣିଥରେ ରାସ୍ତା ଉପରେ ଛିଡା କରିହେବ । ସେ ସଂକ୍ରାନ୍ତରେ ଡୁମୁରିପୁଟରେ ଏକ ମକ ଡ୍ରିଲର ଆୟୋଜନ କରାଯାଇଛି । ଏହି ମକ ଡ୍ରିଲରେ ନାଲକୋ, ହାଲ ଓ ରାଜ୍ୟ ଅଗ୍ନିଶମ ବିଭାଗ ର ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଯୋଗ ଦେଇଥିଲେ ।

ରାସାୟନିକ ପଦାର୍ଥ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହେଲେ ସୁରକ୍ଷାକୁ ନେଇ ମକ ଡ୍ରିଲ

ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜାତୀୟ ରାଜପଥକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା । ପ୍ରଦର୍ଶନ ଜିଲ୍ଲାର ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ୟୁନିଟ ମଧ୍ୟରେ ଉତ୍ତମ ବୁଝାମଣା ରହି ଏପରି ଦୁର୍ଘଟଣା ସମୟରେ ତୁରନ୍ତ ଉଚିତ ପଦକ୍ଷେପ ନେବାରେ ସହାୟକ ହେବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଥିଲେ । ତେବେ କୋରାପୁଟ ଜିଲ୍ଲାର ଜୟପୁର ଘାଟି ଓ ଶୁଙ୍କି ଘାଟି ରାସ୍ତାରେ ଅତୀତରେ ଗ୍ୟାସ ଟ୍ୟାଙ୍କର ଓଲଟିବା ଫଳରେ ଅନେକ ଘଣ୍ଟା ଧରି ରାସ୍ତାରେ ଯାତାୟାତ ବନ୍ଦ ରହୁଥିଲା । ଏହାକୁ ଦୃଷ୍ଟିରେ ରଖି ଏକ ମକ ଡ୍ରିଲ କରାଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.