ETV Bharat / state

ଲୋଭ ଦେଖାଇ ଠକୁଥିଲେ, ବାନ୍ଧି ନେଲା ପୋଲିସ - କୋରାପୁଟ ପୋଲିସ ଖବର

କୋରାପୁଟରେ ଶସ୍ତାରେ ଘରକରଣା ଜିନିଷ ଦେବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ଭଦ୍ରକର ଦୁଇ ଜଣ ଯୁବକଙ୍କୁ ଗିରଫ କଲା କୋରାପୁଟ ପୋଲିସ । ଅଧିକ ପଢନ୍ତୁ

two-cheater-arrested-by-koraput-police
ଲୋଭ ଦେଖାଇ ଲୋକଙ୍କୁ ଠାକୁଥିବା ଦୁଇ ଯୁବକଙ୍କୁ ଗିରଫ କଲା ପୋଲିସ
author img

By

Published : Dec 4, 2021, 10:44 PM IST

କୋରାପୁଟ: ଦାମିକିଆ ଜିନିଷକୁ ଶସ୍ତାରେ ଦେବା ପାଇଁ ଲୋଭ ଦେଖାଇ ଠକୁଥିବା ଦୁଇ ଯୁବକକୁ ଗିରଫ କଲା ପୋଲିସ । ଶସ୍ତାରେ ଘରକରଣା ଜିନିଷ ଦେବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ଭଦ୍ରକର ଦୁଇ ଜଣ ଯୁବକଙ୍କୁ ଗିରଫ କଲା କୋରାପୁଟ ପୋଲିସ।

ଲୋଭ ଦେଖାଇ ଲୋକଙ୍କୁ ଠାକୁଥିବା ଦୁଇ ଯୁବକଙ୍କୁ ଗିରଫ କଲା ପୋଲିସ

କୋରାପୁଟରେ ଦାମିକିଆ ଜିନିଷକୁ ଲୋଭ ଦେଖାଇ ଠକୁଥିବା ଦୁଇ ଯୁବକକୁ ଗିରଫ କଲା ପୋଲିସ । ଶସ୍ତାରେ ଘରକରଣା ଜିନିଷ ଦେବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ଭଦ୍ରକର ଦୁଇ ଜଣ ଯୁବକଙ୍କୁ ଗିରଫ କଲା କୋରାପୁଟ ପୋଲିସ । କୋରାପୁଟ ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ କହିବାନୁଯାୟୀ ଏହି ଦୁଇଜଣ ଯୁବକ ଭଦ୍ରକର ଏକ କମ୍ପାନୀର କୁପନକୁ ଦେଖାଇ ତା ଉପରେ ଆଙ୍ଗୁଠି ଘସିଦେଲେ ଯେଉଁ ଵସ୍ତୁର ଫୋଟୋ ଦେଖାଯିବ ତାକୁ ଗ୍ରାହକକୁ କମ ଦାମରେ ଦେବାର ଲୋଭ ଦେଖାଇ ତାର ପ୍ରଥମ କିସ୍ତି ନେଇଯାଉଥିଲେ ।

ସେମିଳିଗୁଡ଼ାରେ ରହୁଥିବା ଏହି ଦୁଇ ଯୁବକ କୋରାପୁଟ ସହରରେ କିଛି ବ୍ୟକ୍ତିଙ୍କୁ ଏହିପରି ଭାବେ ଆଶା ଦେଖାଇ ଅର୍ଥ ନେଇଯାଇଥିବା ଅଭିଯୋଗ ହୋଇଛି । ଆଜି କୋରାପୁଟରେ ଆଉ ଜଣକୁ ଠକିବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିବା କୋରାପୁଟ ଟାଉନ ଥାନା ଅଧିକାରୀ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.