ETV Bharat / state

ଗ୍ରାମବାସୀଙ୍କ ଦ୍ବାରା କାଠ ବୋଝେଇ ଟ୍ରକ ଜବତ

କୋରାପୁଟର ପଦ୍ମପୁର ପଞ୍ଚାୟତ ଜଙ୍ଗଲରୁ ଦୁଇଟି ଟ୍ରକରେ କାଠ ଜବତ । ଜବତ କଲେ ଗ୍ରାମବାସୀ ।

author img

By

Published : Aug 27, 2019, 2:05 PM IST

ଗ୍ରାମବାସୀଙ୍କ ଦ୍ବାରା କାଠ ବୋଝେଇ ଟ୍ରକ ଜବତ

କୋରାପୁଟ: ଜିଲ୍ଲାର ପଦ୍ମପୁର ପଞ୍ଚାୟତ ନିକଟସ୍ଥ ଜଙ୍ଗଲରୁ ଦୁଇଟି ଟ୍ରକରେ କାଠ ବୋଝେଇ ହୋଇ ଯାଉଥିବାବେଳେ ଗ୍ରାମବାସୀ ଟ୍ରକ ଦୁଇଟିକୁ ଅଟକ ରଖିଛନ୍ତି ।

ଗ୍ରାମବାସୀଙ୍କ ଦ୍ବାରା କାଠ ବୋଝେଇ ଟ୍ରକ ଜବତ

ଟ୍ରକ ଡ୍ରାଇଭରଙ୍କ କହିବା ଅନୁଯାୟୀ, କେନ୍ଦ୍ରାପଡା ଓ ପିପିଲି ପଠାଇବା ପାଇଁ ସେମାନଙ୍କୁ ସେମିଳିଗୁଡାର ଜନୈକ ବ୍ୟକ୍ତି ନିୟୋଜିତ କରିଥିଲେ । କିନ୍ତୁ ଏହି ଟ୍ରକ ଗୁଡିକରେ ବ୍ୟକ୍ତିଗତ ଜମିରେ ଲଗାଯାଇଥିବା ଆକାଶିଆ ଗଛ ସମେତ ପାଖ ପାହାଡ ଜଙ୍ଗଲରୁ କଟାଯାଇଥିବା ଜଙ୍ଗଲୀ ଗଛର କାଠ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହାସହ ଟ୍ରକର ଡ୍ରାଇଭର ଏହି କାଠର କୌଣସି କାଗଜ ପତ୍ର ଦେଖାଇ ପାରିନଥିବା ଯୋଗୁଁ ଟ୍ରକ ଦୁଇଟିକୁ ଅଟକ ରଖିଥିବା ଗ୍ରାମବାସୀ ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ବ୍ଲକ୍ ର ପଦ୍ମପୁର ପଞ୍ଚାୟତ ନିକଟସ୍ଥ ଜଙ୍ଗଲରୁ ଦୁଇଟି ଟ୍ରକରେ କାଠ ବୋଝେଇ ହୋଇ ଯାଉଥିବା ବେଳେ ଗ୍ରାମବାସୀ ଟ୍ରକ ଦୁଇଟିକୁ ଅଟକ ରଖିଛନ୍ତି ।Body:ଟ୍ରକ ର ଡ୍ରାଇଭର ମାନଙ୍କ କହିବା ଅନୁଯାୟୀ ଏହି କାଠ କେନ୍ଦ୍ରାପଡା ଓ ପିପିଲି ପଠାଇବା ପାଇଁ ସେମାନଙ୍କୁ ସେମିଳିଗୁଡାର ଜନୈକ ବ୍ୟକ୍ତି ନିୟୋଜିତ କରିଥିଲେ ।କିନ୍ତୁ ଏହି ଟ୍ରକ ଗୁଡିକରେ ବ୍ୟକ୍ତିଗତ ଜମିରେ ଲଗାଯାଇଥିବା ଆକାଶିଆ ଗଛ ସମେତ ପାଖ ପାହାଡ ଜଙ୍ଗଲରୁ କଟାଯାଇଥିବା ଜଙ୍ଗଲୀ ଗଛର କାଠ ରହିଥିବା ଗ୍ରାମବାସୀ ଅଭିଯୋଗ କରିବା ସହିତ ଟ୍ରକ ର ଡ୍ରାଇଭର ମାନେ ଏହି କାଠ ର କୌଣସି କାଗଜ ପତ୍ର ଦେଖାଇ ପାରିନଥିବା ଯୋଗୁଁ ଟ୍ରକ ଦୁଇଟିକୁ ଅଟକ ରଖିଥିବା ଗ୍ରାମବାସୀ ଜଣାଇଛନ୍ତି । Conclusion:........
Byte : ଟ୍ରକ ଡ୍ରାଇଭର
Byte : ଟ୍ରକ ଡ୍ରାଇଭର
..........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.