ETV Bharat / state

କୋରାପୁଟରେ ହେବ 2ଟି ଉନ୍ନତ ମାନର ଷ୍ଟାଡିୟମ, ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ - District Superintendent

କ୍ରୀଡା କ୍ଷେତ୍ରରେ ଜିଲ୍ଲାବାସୀଙ୍କୁ ସହାୟକ ହେବ ଷ୍ଟାଡିୟମ ନିର୍ମାଣ । ଏନେଇ ଭିଡିଓ କନଫରେନସିଂ ଜରିଆରେ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଜିଲ୍ଲାରେ 2ଟି ଉନ୍ନତ ମାନର ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 22, 2021, 11:00 PM IST

କୋରାପୁଟ: ଜିଲ୍ଲାର କ୍ରୀଡା ଭିତ୍ତିଭୂମି ସୁଦୃଢ କରିବା ପାଇଁ ଆଜି 5T ସଚିବଙ୍କ ସହ ଭିଡିଓ କନଫେରେନସିଂ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ସୂଚନା ଦେଇଛନ୍ତି । ସୁନାବେଡା ଓ କୋଟପାଡ ଠାରେ ଏହି ଦୁଇଟି ଷ୍ଟାଡିୟମର ନିର୍ମାଣ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଥିବା ନେଇ ସ୍ପଷ୍ଟ କରିଛନ୍ତି ।

ଜିଲ୍ଲାରେ 2ଟି ଉନ୍ନତ ମାନର ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଭିଡିଓ କନଫେରେନସିଂ ବୈଠକରେ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜିଲ୍ଲାପାଳଙ୍କ ସମେତ କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ବିଜେଡିର କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

କୋରାପୁଟ ସି.ଏଚ୍ ଶାନ୍ତକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.