ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତିଙ୍କ ନବଯୌବନ - ଚତୁର୍ଦ୍ଧାମୂର୍ତି

ପନ୍ଦରଦିନର ଅସୁସ୍ଥ ପରେ ଆଜି ସୁସ୍ଥ ହୋଇ ଭକ୍ତଙ୍କୁ ଦିବ୍ଯ ନବଯୌବନ ଦର୍ଶନ ଦେଉଛନ୍ତି ତିନି ଠାକୁର । ଶାବରଶ୍ରୀକ୍ଷେତ୍ରରେ କାଳିଆକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଣରେ ଦେଖାଦେଇଛି ଅପୂର୍ବ ଆନନ୍ଦ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ
author img

By

Published : Jul 3, 2019, 3:16 PM IST

କୋରାପୁଟ: ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ତିନି ଠାକୁରଙ୍କ ପାଇଁ ପ୍ରସ୍ତୁତ ତିନି ରଥ । ଆଉ କେଇ ଘଣ୍ଚାର ପ୍ରତିକ୍ଷା ପରେ କୋଟି ହୃଦୟର ପ୍ରାଣନାଥ କାଳିଆ ଠାକୁର ଭାଇ ବଳିଆ ଓ ଭଉଣୀ ସୁଭଦ୍ରାକୁ ଧରି ବାହାରିବେ ମାଉସୀ ମା' ଘରକୁ । ସେଥିପାଇଁ ପ୍ରସ୍ତୁତ ଥିବା ଦର୍ପଦଳନ, ନନ୍ଦିଘୋଷ ଓ ତାଳଧ୍ବଜ ରଥକୁ ବିଧି ଅନୁଯାଯୀ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ

ପନ୍ଦରଦିନ ଧରି ଅଣସର ଘରେ ଅସୁସ୍ଥ ଥିବା ମହାବାହୁ ଏବେ ସୁସ୍ଥ ହୋଇଛନ୍ତି । ଆଉ ଆଜି ସଂନ୍ଧ୍ୟାରେ ନିଜର ଅଗଣିତ ଭକତଙ୍କୁ ଦେବେ ଦିବ୍ଯ ନବଯୌବନ ଦର୍ଶନ । ସେହିପରି ଆସନ୍ତାକାଲି ସକାଳେ ମା' ବିମଳାଙ୍କ ଆଜ୍ଞାମାଳ ପାଇବା ପରେ ତିନି ଠାକୁରଙ୍କ ପହଣ୍ଡି କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ଦିର କମିଟି ସମ୍ପାଦକ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଦୀର୍ଘ ୧୫ ଦିନ ଧରି ଅଣସରରେ ଆଦିବାସୀ ସେବକଙ୍କ ସେବା ପାଇ ସୁସ୍ଥ ହେବା ପରେ ଆଜି ଶାବର ଶ୍ରୀକ୍ଷେତ୍ର ରେ ଚତୁର୍ଧା ମୂର୍ତି ଭକ୍ତଙ୍କୁ ନବଯୌବନ ଦର୍ଶନ ଦେଉଛନ୍ତି ।Body:ତତ୍ ସହିତ ବଡ଼ଦାଣ୍ଡରେ ଦଣ୍ଡାୟମାନ ହୋଇଥିବା ମହାପ୍ରଭୁ ଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ତିନି ରଥ ପ୍ରତିଷ୍ଠା ନିମନ୍ତେ ପୂଜାର୍ଚନା ର କାର୍ଯ୍ୟକ୍ରମ ବିଧି ଅନୁଯାଇ ଅନୁଷ୍ଠିତ ହୋଇଯାଇଛି ।Conclusion:ଆଜି ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ନବଯୌବନ ଦର୍ଶନର କାର୍ଯ୍ୟକ୍ରମ ଚାଲିବ ଓ ଆସନ୍ତାକାଲି ସକାଳେ ମା ବିମଳାଙ୍କ ଆଜ୍ଞାମାଳ ପାଇବା ପରେ ତିନି ଠାକୁରଙ୍କ ପହଣ୍ଡି କରାଯିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସହ ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି ।
..........
Byte : Dr.Jagabandhu Samal
..........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.