ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ - ରାଜସ୍ବ ନିରୀକ୍ଷକ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହାୟକ ରାଜସ୍ବ ନିରୀକ୍ଷକ କୈଳାସ ଚନ୍ଦ୍ର ବିଶ୍ବାଳ । ଜମିଜମା ମାମଲାର ରଫାଦଫା ନିମନ୍ତେ ନେଉଥିଲେ 2500ଟଙ୍କା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Aug 27, 2019, 2:41 PM IST

କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ରାଜସ୍ବ ନିରୀକ୍ଷକ । ନନ୍ଦପୁର ତହସିଲ ଅନ୍ତର୍ଗତ ବାଲଡା ରାଜସ୍ବ କାର୍ଯ୍ୟାଳୟର ସହାୟକ ରାଜସ୍ବ ନିରୀକ୍ଷକ କୈଳାସ ଚନ୍ଦ୍ର ବିଶ୍ବାଳ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ।

କୈଳାସ ଚନ୍ଦ୍ର ବିଶ୍ବାଳ ଡମ୍ବରୁ ହନ୍ତାଳଙ୍କ ଠାରୁ ଜମିଜମା ମାମଲାର ରଫାଦଫା କରିବା ପାଈଁ ୨୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲ୍‌ରେ ପଡିଛନ୍ତି । ଡ଼ିଏସପି ଏସଏନ ପାଣିଗ୍ରାହୀଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ଟିମ ତାଙ୍କୁ ଘଟଣା ସ୍ଥଳରେ କାବୁ କରଛନ୍ତି ।

ଏହାସହ ରାଜସ୍ବ ନିରୀକ୍ଷକଙ୍କ ଜୟପୁରର ରାମଦାସ ସାହିରେ କୋଡାଲି ଗୋଦାମ ନିକଟରେ ଥିବା ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡିଛି ।

କୋରାପୁଟରୁ ସି.ଏଚ୍‌ ଶାନ୍ତାକାରା, ଇଟିଭି ଭାରତ

Intro:ନନ୍ଦପୁର ତହସିଲ ଅନ୍ତର୍ଗତ ବାଲଡା ରାଜସ୍ବ କାର୍ଯ୍ୟାଳୟର ସହାୟକ ରାଜସ୍ବ ନିରୀକ୍ଷକ କୈଳାଶ ଚନ୍ଦ୍ର ବିଶ୍ବାଳ ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ।Body:ଡମ୍ବରୁ ହନ୍ତାଳଙ୍କ ଠାରୁ ଜମି ମ୍ୟୁଟେସନ କରିବା ପାଈଁ ୨୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରୀ ବିଶ୍ବାଳଙ୍କୁ ଭିଜିଲାନ୍ସ ଡ଼ିଏସପି ଏସ.ଏନ.ପାଣିଗ୍ରାହୀ ଙ୍କ ନେତୃତ୍ବରେ ପାଂଚ ଜଣିଆ ଟିମ ତାଙ୍କୁ ଘଟଣା ସ୍ଥଳରେ କାବୁ କରଛନ୍ତି । ଜୟପୁର ର ରାମଦାସ ସାହିରେ କୋଡାଲି ଗୋଦାମ ନିକଟରେ ଶ୍ରୀ ବିଶ୍ବାଳଙ୍କ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡିଛି । Conclusion:ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.