ETV Bharat / state

ଏକତା ସୁରକ୍ଷା ମଞ୍ଚବିଶାଳ ଶୋଭାଯାତ୍ରା - ବିଶାଳ ଶୋଭାଯାତ୍ରା

ପନ୍ଦର ଦଫା ଦାବିକୁ ନେଇ ଦଶମନ୍ତପୁରରେ ବିଶାଳ ଶୋଭାଯାତ୍ରା । ଅଧିକ ପଢନ୍ତୁ.....

rally
ବିଶାଳ ଶୋଭାଯାତ୍ରା
author img

By

Published : Feb 8, 2020, 3:31 AM IST

କୋରାପୁଟ : ଜନସାଧାରଣ ଏକତା ସୁରକ୍ଷା ମଞ୍ଚ ପକ୍ଷରୁ ଦଶମନ୍ତପୁର ବିଡିଓଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କୋରାପୁଟ ଜିଲ୍ଲା ବ୍ଲକର ବିଭିନ୍ନ ଗାଁରୁ ହଜାର ହଜାର ଗ୍ରାମବାସୀ ଦଶମନ୍ତପୁରରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ପନ୍ଦର ଦଫା ଦାବି ସହ ପ୍ଲାକାଡ ଓ ବ୍ୟାନର ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ବିଶାଳ ଶୋଭାଯାତ୍ରା

ମଞ୍ଚର ଆବାହକ କୁମର ଜାନୀଙ୍କ କହିବାନୁଯାୟୀ କାଳିଆ ଯୋଜନାଠାରୁ ଆରମ୍ଭ କରି ଜଳ , ରାସ୍ତା ଓ ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ଗ୍ରାମବାସୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ସରକାର ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଜନସାଧାରଣ ଏକତା ସୁରକ୍ଷା ମଞ୍ଚ ପକ୍ଷରୁ ଦଶମନ୍ତପୁର ବିଡିଓଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦାବୀ ପ୍ରଦାନ କରାଯାଇଛି ।Body:ବ୍ଲକ ର ବିଭିନ୍ନ ଗ୍ରାମରୁ ହଜାର ହଜାର ଗ୍ରାମବାସୀ ଆଜି ଦଶମନ୍ତପୁର ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ପନ୍ଦର ଦଫା ଦାବି କୁ ପ୍ଲାକାଡ଼ , ପୋଷ୍ଟର ଓ ବ୍ୟାନର ମଧ୍ୟରେ ସ୍ଥାନ ଦେଇ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମଂଚର ଆବାହକ କୁମର ଜାନୀ ଙ୍କ କହିବାନୁଯାୟୀ କାଳିଆ ଯୋଜନାଠାରୁ ଆରମ୍ଭ କରି ଜଳ , ରାସ୍ତା ଓ ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ସାଧାରଣ ଗ୍ରାମବାସୀଙ୍କ ପାଖରେ ପହଂଚି ପାରୁନାହିଁ । ସରକାର ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଶ୍ରୀ ଜାନୀ ଜଣାଇଛନ୍ତି ।Conclusion:........
ଶାନ୍ତାକାର
କୋରାପୁଟ
.........

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.