ETV Bharat / state

ସୁରକ୍ଷା ପାଇଁ ଡାକ୍ତରଙ୍କ ପ୍ରତିବାଦ ଶୋଭାଯାତ୍ରା - protest

ପଶ୍ଚିମବଙ୍ଗ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ସାରା ଦେଶର ଡାକ୍ତର କରୁଛନ୍ତି ପ୍ରତିବାଦ ଶୋଭାଯାତ୍ରା । ତେବେ କୋରାପୁଟର ଡାକ୍ତର ମଧ୍ୟ ଏନେଇ କରିଛନ୍ତି ପ୍ରତିବାଦ । ଏହାସହ କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା ଦାବି କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କୋରାପୁଟ
author img

By

Published : Jun 15, 2019, 11:24 AM IST

Updated : Jun 15, 2019, 11:57 AM IST

କୋରାପୁଟ: ପଶ୍ଚିମବଙ୍ଗ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ସାରା ଦେଶରେ ଡାକ୍ତରଙ୍କ ଆନ୍ଦୋଳନ । କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା ପ୍ରଦାନ କରିବା ଦାବିରେ ଡାକ୍ତରମାନେ କରୁଛନ୍ତି ଦାବି । ଏନେଇ ଆଜି କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ରଛାତ୍ରୀ କୋରାପୁଟ ସହରରେ ଏକ ଶୋଭାଯାତ୍ରାରେ ବାହାରି ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କୋରାପୁଟ

ଗତ କିଛିଦିନ ପୂର୍ବେ କଲିକତାରେ ଜନୈକ ଡାକ୍ତରଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଓ ସେ ସଂକ୍ରାନ୍ତରେ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାକ୍ତରଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ଘୋର ନିନ୍ଦା କରଛନ୍ତି ଏହି ଛାତ୍ରଛାତ୍ରୀ ।

ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ସହ କାର୍ଯ୍ୟ କରିବା ସମୟରେ ସହାୟତା ଯୋଗାଉଥିବା କର୍ମଚାରୀଙ୍କ ସଂଖ୍ୟାରେ ବୃଦ୍ଧି କରିବା ପାଇଁ ମଧ୍ୟ ସେମାନେ ଦାବି ଉପସ୍ଥାପନ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

Last Updated : Jun 15, 2019, 11:57 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.