ETV Bharat / state

ଜିଲ୍ଲାବାସୀ ଘରେ ରହି ଜାତୀୟ ସଙ୍ଗୀତ ଗାନ କରନ୍ତୁ: ଡ଼ିଆଇଜି - କୋରାପୁଟ ଖବର

ଦିନକ ପରେ ଦେଶ ପାଳିବ ସ୍ବାଧୀନତା ଦିବସ । କୋରାପୁଟରେ ଆୟୋଜିତ ହେଉଥିବା ଜିଲ୍ଲାସ୍ତରୀୟ ଉତ୍ସବରେ ନା ହେବ ପ୍ୟାରେଡ଼ ନା କେହି ଦର୍ଶକ ଆସିବେ । ଅଧିକ ପଢନ୍ତୁ...

ଲୋକେ ଘରେ ରହି ଜାତୀୟ ସଙ୍ଗୀତ ଗାନ କରନ୍ତୁ: ଡ଼ିଆଇଜି

author img

By

Published : Aug 13, 2020, 10:59 PM IST

କୋରାପୁଟ: ଦିନକ ପରେ ଦେଶ ପାଳିବ ସ୍ବାଧୀନତା ଦିବସ । କୋରାପୁଟରେ ଆୟୋଜିତ ହେଉଥିବା ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ପୋଲିସ ପ୍ୟାରେଡ଼ ପଡିଆରେ ଜାତୀୟ ପତାକା ଉତ୍ତୋଳନ କରିବେ ।

କିନ୍ତୁ ଏହି ଉତ୍ସବରେ ନା ପ୍ୟାରେଡ଼ ହେବ ନା କେହି ଦର୍ଶକ ଆସିବେ । ତେଣୁ ପୋଲିସ ପଡ଼ିଆରେ ଜାତୀୟ ପତକା ମୁଖ୍ୟ ଅତିଥି ଉତ୍ତୋଳନ କରିବା ସମୟରେ ଜିଲ୍ଲାବାସୀ ନିଜ ନିଜ ଘରେ ଜାତୀୟ ସଙ୍ଗୀତ ଗାନ କରିବା ପାଇଁ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମଦ ଅନୁରୋଧ କରିଛନ୍ତି ।

ଲୋକେ ଘରେ ରହି ଜାତୀୟ ସଙ୍ଗୀତ ଗାନ କରନ୍ତୁ: ଡ଼ିଆଇଜି

ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ପୋଲିସ ନିୟନ୍ତ୍ରଣ କରିଥିଲେ ହେଁ ସ୍ବାଧୀନତା ଦିବସକୁ ଆଖିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.