ETV Bharat / state

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ । ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ତାଙ୍କ ବଡ଼ପୁଅ ଟଙ୍କ ପୂଜାରୀ କହିଛନ୍ତି ।

author img

By

Published : Jun 7, 2020, 7:42 PM IST

padmasri-kamala-pujari-admitted-in-jeypore-hospital
ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

କୋରାପୁଟ: ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ । ଉଚ୍ଚ ରକ୍ତଚାପ ଓ ଅଣ୍ଟା ବ୍ୟଥା ଯୋଗୁଁ ଆଜି ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ତାଙ୍କ ବଡ଼ପୁଅ ଟଙ୍କ ପୂଜାରୀ କହିଛନ୍ତି ।

ସୂଚନାଯୋଗ୍ୟ କୋରାପୁଟ ଜିଲ୍ଲାର ଜଣେ ଆଦିବାସୀ ଏବଂ ଅଶିକ୍ଷିତ ମହିଳା ପଦ୍ମଶ୍ରୀ କମଳା ପୁଜାରୀ ଲୁପ୍ତପ୍ରାୟ ଧାନ ବିହନକୁ ସଂରକ୍ଷିତ କରି ରଖିବା ସହ ତାକୁ ଜୈବିକ ପ୍ରଣାଳୀରେ ଚାଷ କରି ଲୋକଲୋଚନକୁ ଆସିଥିଲେ । ଏହାପରେ ତାଙ୍କୁ 2019ରେ କେନ୍ଦ୍ର ସରକାର ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.